Tag Archives: current

ପଡ଼ୋଶୀଙ୍କ ବାଡ଼ିକୁ ଫୁଲ ତୋଳିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଉତ୍ତେଜନା

ନୀଳଗିରି,୨୧ା୧୧(ପ୍ରଶାନ୍ତ କୁମାର ବିଶ୍ୱାଳ): ଜଣେ ଘରମାଲିକଙ୍କ ଅମାନବୀୟ କାର୍ଯ୍ୟ ଯୋଗୁ ଜଣେ ଯୁବକଙ୍କ ଜୀବନ ଯାଇଛି। ଫୁଲଗଛରେ ଘରମାଲିକ କରେଣ୍ଟ ଲଗାଇଥିଲେ। ଯୁବକ ଜଣକ ଫୁଲ ତୋଳିବାକୁ ଆସି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୀବନ ଚାଲିଯାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା…

ଏମିତି ବି ଆସେ ମୃତ୍ୟୁ: ଆକାଶରୁ ଖସିଲା… ଦାନ୍ତ ଘଷୁଘଷୁ ଚାଲିଗଲା ଜୀବନ

ବଲାଙ୍ଗୀର,୧ା୮(ସୁନୀଲ ମହାନ୍ତି): ମୃତ୍ୟୁ କେତେବେଳେ କାହାକୁ କେଉଁ ରୂପରେ ଆସିବ ତାହା କେହି କହିପାରିବେନି। ଦାନ୍ତ ଘଷୁଘଷୁ ଆକାଶରୁ ପଡ଼ିଲା ମୃତ୍ୟୁର ଫାଶ ଆଉ ତା’ପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଏପରି ଏକ ଅଭାବନୀୟ ଘଟଣା ଘଟିଛି, ବଲାଙ୍ଗୀର ଜିଲା…

ଜମିରେ ପାଣି ମଡ଼ାଉଥିଲେ ଶଳା-ଭିଣୋଇ, ଶଟ୍‌ସର୍କିଟ୍‌ରେ ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା/କୋକସରା,୧୦ା୭(ଉତ୍ତମ ଦାଶ/ଦୁଷ୍ମନ୍ତ କୁମାର ପାଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ଆମପାଣି ଥାନା ପୋଡ଼ାଗୁଡ଼ା ଗାଁରେ ଗୁରୁବାର ଏକ ଅଘଟଣ ଘଟିଛି। ଚାଷଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ ଆଘାତରେ ୨ ଚାଷୀଙ୍କ ମୃତ୍ୟୁହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା କୋକସରା…

ଟାଓ୍ବାରରୁ ଚୋରି କରୁଥିଲେ କେବୁଲ ତାର, ଲାଗିଲା କରେଣ୍ଟ, ଆଉ ତା’ପରେ…

ପାଟଣା,୨ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଏୟାରଟେଲ୍‌ ଟାଓ୍ବାରରୁ ଶନିବାର ବିଳମ୍ବିତ ରାତିରେ କେବୁଲ ତାର ଚୋରି କରିବାକୁ ଆସି ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ ପରିଚୟ ମିଳି ପାରି…

ଅଘୋଷିତ ବିଦ୍ୟୁତ୍‌ କାଟ୍‌, ସଞ୍ଜ ନଇଁଲେ ଲୋକଙ୍କୁ କ୍ୟାଣ୍ଡେଲ ଭରସା

ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): ଗୋଟିଏ ପଟେ ପ୍ରଚଣ୍ଡ ଖରା ସହ ଗରମ ଗୁଳୁଗୁଳି ଅନ୍ୟପଟେ ମଧ୍ୟାହ୍ନରେ ଆରମ୍ଭ ହୋଇଯାଉଛି କାଳବୈଶାଖୀର ତାଣ୍ଡବ। ଅନ୍ୟପଟେ ଦାଉ ସାଧୁଛି ଘନଘନ ବିଦ୍ୟୁତ୍‌ କାଟ୍‌। ଏଭଳି ଘଟଣା ଘଟୁଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ। କିଛିଦିନ ହେଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri