ଥିରୁଭାନନ୍ତପୁରମ୍,୧୫ା୮: କେରଳର ତ୍ରିସୁରରୁ ଚୋରିର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋର ଜଣକ ମଣିଷ ନୁହେଁ ବରଂ ଏକ କାଉ ବୋଲି ଜଣାପଡ଼ିଛି। କାଉଟି ହଠାତ୍ ଉଡ଼ିଉଡ଼ି ଆସି ମହିଳାଙ୍କ ସୁନା ଚେନ୍ ଝାମ୍ପି ନେଇ ପଳାଇଲା। ଯାହାର…
ଭାରତର ପରିବେଶ ଓ ପରମ୍ପରା ସହ କାଉ ଯୋଡ଼ି ହୋଇ ରହିଛନ୍ତି। ପକ୍ଷୀମାନଙ୍କ ମଧ୍ୟରେ କାଉକୁ ଅତ୍ୟନ୍ତ ଚତୁର ପକ୍ଷୀ ବୋଲି ବିବେଚନା କରାଯାଏ। ଦକ୍ଷିଣ ମେରୁ, ଉତ୍ତର ମେରୁ, ଦକ୍ଷିଣ ଆମେରିକାର ଦକ୍ଷିଣ ଅଂଶ ଓ ପ୍ରଶାନ୍ତ ମହାସାଗରର କେତେକ…
ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ ରହିଛି। ଗୋଡି ପକାଇ ପାଣି ପିଇବାର କାହାଣୀ ଆଜି ବି ସ୍କୁଲ ପୁସ୍ତକରେ ରହିଛି।…
Archives
Model This Week
ପିଲାଙ୍କ ଧରିତ୍ରୀ