ଦିଗପହଣ୍ଡି ପୋଲିସକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ୍ ରାଜୀବ ଗିରଫ: ଫେରାର ହେବାର ୧ ବର୍ଷ ପରେ ଗଲେ…
ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ୧ ବର୍ଷ ହେବ ଫେରାର ଥିବା ଦିଗପହଣ୍ଡି ଥାନାର ମୋଷ୍ଟ ୱାଣ୍ଟେଡ୍ ତଥା ପଦ୍ମନାଭପୁର ଗ୍ରାମର କୁଖ୍ୟାତ ଅଭିଯୁକ୍ତ ଏସ. ରାଜୀବ ରେଡ୍ଡୀ(୪୨)ଙ୍କୁ ଏକ…

