ଏହି ତାରିଖରେ ବିବାହ କରିବେ କ୍ରିକେଟର ରିଙ୍କୁ ସିଂ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ନିମନ୍ତ୍ରଣପତ୍ର
ଲକ୍ଷ୍ନୌ,୧୪ା୧୧: ଭାରତୀୟ କ୍ରିକେଟ୍ ଦଳକୁ ପୁଣି ଫେରିବା ପାଇଁ ଉଦ୍ୟମ ଜାରି ରଖିଥିବା ଷ୍ଟାର୍ କ୍ରିକେଟର ରିଙ୍କୁ ସିଂ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଡିସେମ୍ବର ୪ ତାରିଖରେ ସେ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ହାତ ଧରିବେ…

