ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…
ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି। ଏହାର ପୁରସ୍କାରସ୍ବରୂପ ଅଶ୍ୱିନ ଟେଷ୍ଟ ର଼୍ୟାଙ୍କିଂରେ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ଏସବୁ ହେବା ପରେ ଏବେ…
କୋହଲିଙ୍କୁ ନେଇ ଇଂଲଣ୍ଡ କ୍ରିକେଟର କହିଲେ-ଏହି ଖବର ସତ ହୋଇ ନ ପାରେ…
ନୂଆଦିଲ୍ଲୀ,୧୨।୩: ଟି୨୦ ବିଶ୍ୱକପ୍ରେ ଖେଳି ନ ପାରନ୍ତି ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି। ଚୟନ କମିଟି ତାଙ୍କୁ ବାଦ୍ ଦେବାକୁ ଚିନ୍ତା କରୁଛି। ଏମିତିରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏନେଇ କୋହଲିଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ଇଂଲଣ୍ଡର…
ଧର୍ମଶାଳା ଟେଷ୍ଟ ଜିତିବା ପରେ ଟିମ୍ ଇଣ୍ଡିଆକୁ ମିଳିଲା ବଡ଼ ଖୁସିଖବର, ଜୟ ଶାହା କଲେ ଏଭଳି ଘୋଷଣା…
ଧର୍ମଶାଳା,୯।୩: ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୬୪ ରନ୍ରେ ବିଜେତା ହେବା ପରେ ପରେ ବିସିସିଆଇ ବଡ଼ ଘୋଷଣା କରିଛି। ଟେଷ୍ଟ କ୍ରିକେଟ କୁ ପ୍ରୋତ୍ସାହିତ କରିବା ପାଇଁ ବିସିସିଆଇ ଟେଷ୍ଟ କ୍ରିକେଟ…
ରୋହିତଙ୍କ ସ୍ଥାନରେ ବୁମ୍ରା ସମ୍ଭାଳିଲେ ଅଧିନାୟକ ଦାୟିତ୍ୱ? ଜାଣନ୍ତୁ କାରଣ
ଧର୍ମଶାଳା,୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍ ବେଳେ ଭାରତୀୟ ଟିମ୍ରୁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ପୀଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହାକୁ ନେଇ ସେ ଫିଲ୍ଡିଂ…
୧୧୨ ବର୍ଷ ପରେ ଏଭଳି କାରନାମା କରିଦେଖାଇଲା ଟିମ୍ ଇଣ୍ଡିଆ
ଧର୍ମଶାଳା,୯।୩: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟକୁ ଜିତିନେଇଛି ଭାରତ। ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ଶତକ ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତ ଅନ୍ତିମ ଟେଷ୍ଟକୁ ଜିତି ୪-୧ରେ ସିରିଜ ଜିତିନେଇଛି। ଶନିବାର ବିରୋଧୀ ଟିମ୍କୁ ଏକ…
ସୁପରମ୍ୟାନ ଷ୍ଟାଇଲରେ କ୍ୟାଚ୍ ଧରିଲେ ଶୁଭମନ ଗିଲ୍: ଦେଖନ୍ତୁ ଭିଡିଓ
ଧର୍ମଶାଳା,୭।୩:ଇଂଲଣ୍ଡ ଟସ ଜିତି ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଭିଜ୍ଞ ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଏବଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ମଧ୍ୟ ତାଙ୍କର ୧୦୦ତମ ଟେଷ୍ଟ ଖେଳୁଛନ୍ତି।…
ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି
ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍ରେ ବିଜେତା ହୋଇ ଭାରତ ଗସ୍ତର ସୁଖଦ ଅନ୍ତ କରିବାକୁ ଇଂଲଣ୍ଡ ଚାହିଁବ। ସେହିଭଳି ଟିମ୍ ଇଣ୍ଡିଆ…
ଇଂଲଣ୍ଡର ଏହି ଖେଳାଳିଙ୍କୁ ଉପହାରରେ ମିଳିଥିଲା ୧୦୦ ବୋତଲ ମଦ, କାରଣ ଜାଣିଲେ…
ନୂଆଦିଲ୍ଲୀ,୨।୩: ଯେତେବେଳେ ଜଣେ ଖେଳାଳୀ ଅବସର ନିଅନ୍ତି, ତାଙ୍କୁ ସାଥୀ କ୍ରିକେଟରମାନେ କିଛି ଉପହାର ଦିଅନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ରିୟୁ ଷ୍ଟ୍ରସ ଅବସର ନେବା ପରେ ତାଙ୍କୁ ମଧ୍ୟ ଦଳର ଖେଳାଳିମାନେ ମଧ୍ୟ ଉପହାର ଦେଇଥିଲେ। କିନ୍ତୁ ଏହି ଉପହାର…
ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା
ଆବୁଧାବି,୧।୩: ପ୍ରଥମ ଥର ଲାଗି ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଛି ଆୟର୍ଲାଣ୍ଡ। ୨୦୧୮ରେ ପ୍ରଥମ ଥର ଲାଗି ଟେଷ୍ଟ କ୍ରିକେଟ ଖେଳିଥିଲା ଏହି ଦଳ। ଆଫଗାନିସ୍ତାନ ବିପକ୍ଷରେ ଏକ ଜବରଦସ୍ତ ମୁକାବିଲାରେ ୬ ଉଇକେଟରେ ଦଳ ବିଜେତା ହୋଇଛି। ଏଭଳି…
ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୯।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଝଟ୍କା ଲାଗିଛି। ନ୍ୟୁଜିଲାଣ୍ଡର ତାରକା କ୍ରିକେଟର ଡେଭନ୍ କନୱେ ଆଇପିଏଲର ୧୭ତମ ସିଜନରେ ଖେଳିବା ନିଶ୍ଚିତ ନୁହେଁ। ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ…
ବିବାଦ ଘନେଇଲା, ହନୁମାଙ୍କ ସପକ୍ଷରେ ବାହାରିବାକୁ ଖେଳାଳିଙ୍କୁ ଧମକ ଦିଆଯାଇଥିବା କହିଲା ଏସିଏ
ହାଇଦ୍ରାବାଦ,୨୮।୨: ଅଧିନାୟକ ପଦରୁ ହଟାଯିବା ପରେ ହନୁମା ବିହାରୀ ଆନ୍ଧ୍ରପ୍ରଦେଶ କ୍ରିକେଟ ଟିମ୍ ଛାଡ଼ିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ରାଜନୈତିକ ହସ୍ତକ୍ଷେପ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଭଳି ସ୍ଥିତିରେ ଆନ୍ଧ୍ର ପ୍ରଦେଶ କ୍ରିକେଟ ଆସୋସିଏଶନ ହନୁମାଙ୍କ…
୨୫ ବର୍ଷ ମଧ୍ୟରେ ବଦଳିଗଲା ଟିମ ଇଣ୍ଡିଆର ଚିତ୍ର: ଟେଷ୍ଟରେ ଟକ୍କର ଦେବାକୁ କେହି ନାହିଁ
ନୂଆଦିଲ୍ଲୀ,୨୮।୨: ଟେଷ୍ଟ ଫର୍ମାଟରେ ଗତ ୨୫ ବର୍ଷ ମଧ୍ୟରେ ଟିମ ଇଣ୍ଡିଆର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମାର୍ଚ୍ଚ ୭ରୁ ଇଂଲଣ୍ଡ ବିପକ୍ଷରେ ଧର୍ମଶାଳା ଟେଷ୍ଟରେ ଟିମ ଇଣ୍ଡିଆର ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି। ଯଦି ଟିମ ଇଣ୍ଡିଆ ଧର୍ମଶାଳାରେ ବିଜୟ…
Archives


