ଇଂଲଣ୍ଡ ବିପକ୍ଷରେ ଶୂନରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଲେ ବିରାଟ, ରାଗରେ ସୋଫାକୁ ପିଟିଲେ, ଦେଖନ୍ତୁ ଭିଡିଓ
ଲକ୍ଷ୍ନୌ,୨୯।୧୦ : ଦିନିକିଆ ବିଶ୍ୱକପରେ ରବିବାର ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ବାହାରଟା ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି। ଅଧିନାୟକ ରୋହିତ ଶର୍ମା, ଉପ-ଅଧିନାୟକ କେଏଲ. ରାହୁଲ ଏବଂ ବ୍ୟତୀତ ଅନ୍ୟକେହି ବ୍ୟାଟର ଇଂଲଣ୍ଡ ବୋଲରଙ୍କ...
ବ୍ୟାଟ୍ରେ ‘ଓମ୍’ ଚିହ୍ନ, ପାକିସ୍ତାନକୁ ହରାଇବା ପରେ ଲେଖିଲେ ‘ଜୟ ଶ୍ରୀ ହନୁମାନ’; ଜାଣନ୍ତୁ ଭାରତ ସହ ସମ୍ପର୍କ ରଖିଥିବା କେଶବ ମହାରାଜ କିଏ…
ନୂଆଦିଲ୍ଲୀ,୨୯।୧୦: କ୍ରିକେଟ ବିଶ୍ୱକପ୍ ୨୦୨୩ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ଏକ ରୋମାଞ୍ଚକର ମ୍ୟାଚ୍ରେ ପାକିସ୍ତାନକୁ ପରାଜିତ କରିଥିଲା। ଏହି ମ୍ୟାଚ୍ରେ ଆଫ୍ରିକାର ବିଜୟର ହିରୋ ପାଲଟିଥିଲେ କେଶବ ମହାରାଜ। ସେ ଶେଷ ପର୍ଯ୍ୟନ୍ତ ମଇଦାନରେ ରହି ଟାର୍ଗେଟ ପୂରଣ କରିବାରେ...
ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ହାରିବା ପରେ ବି ସେମିଫାଇନାଲରେ ପହଞ୍ଚିପାରେ ପାକିସ୍ତାନ ଟିମ, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୨୮।୧୦: ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ବିଗିଡିଯାଇଛି। ତାଙ୍କ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ବେଳେ କ୍ରମାଗତ ଚାରିଟି ମ୍ୟାଚ ହାରିଯାଇଛନ୍ତି ଏବଂ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ମଧ୍ୟ ମଉଳିଯାଇଛି। ପାକିସ୍ତାନର ଚତୁର୍ଥ ପରାଜୟ...
ରୋମାଞ୍ଚକର ମ୍ୟାଚ୍ରେ ପାକିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା
ଚେନ୍ନାଇ,୨୭।୧୦: ବିଶ୍ୱକପ୍ କ୍ରିକେଟ ୨୦୨୩ରେ ପାକିସ୍ତାନକୁ ପରାଜିତ କରିଛି ଦକ୍ଷିଣ ଆଫ୍ରିକା। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ବିଜୟ ଲାଗି ୨୭୧ ରନ୍ର ଟାର୍ଗେଟ ମିଳିଥିଲା। ଏହାକୁ ଦଳ ୪୭.୨ ଓଭରରେ ହାସଲ...
ଇଂଲଣ୍ଡ ବିପକ୍ଷରେ ବୋଲିଂ କରିବେ କି କୋହଲି !
ଲକ୍ଷ୍ନୌ,୨୭।୧୦: ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର ପ୍ରଥମ ୫ ମ୍ୟାଚ୍ରେ ବିଜେତା ହୋଇଛି ଟିମ୍ ଇଣ୍ଡିଆ। ରବିବାର ଦଳ ଇଂଲଣ୍ଡ ବିପକ୍ଷରେ ଏହାର ୬ଷ୍ଠ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍ ଲକ୍ଷ୍ନୌରେ ଅଭ୍ୟାସ କରିଛି, ଯେଉଁଥିରେ...
ବିଶ୍ୱକପ୍ ଅଧାରୁ ଦଳକୁ ଛାଡ଼ି ଢାକା ଗଲେ ଶାକିବ ଅଲ ହାସନ, କିଛି ଏଭଳି ରହିଛି କାରଣ
ନୂଆଦିଲ୍ଲୀ,୨୬।୧୦: ବିଶ୍ୱକପ୍ ୨୦୨୩ରେ ବାଲାଂଦେଶ ଟିମ୍ର ପ୍ରଦର୍ଶନ ଆଶା ମୁତାବକ ରହିନାହିଁ। ଏଯାବତ ଦଳ ୫ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ଗୋଟିଏରେ ବିଜେତା ହୋଇଛି। ଏଭଳି ସ୍ଥିତିରେ ଦଳର ଅଧିନାୟକ ଶାକିବ ଅଲ ହାସନ ଟିମ୍କୁ ଛାଡ଼ି ନିଜ...
ବିଶ୍ୱକପ୍ରେ ହେଉଥିବା ଲାଇଟ୍ ଶୋ’କୁ ନେଇ ପ୍ରଶ୍ନ ଉଠାଇଲେ ମାକ୍ସଓ୍ବେଲ
ନୂଆଦିଲ୍ଲୀ,୨୬।୧୦: ଆଇସିସି ବିଶ୍ୱକପ୍ ସମୟରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ଷ୍ଟାଡିୟମରେ ଡ୍ରିଙ୍କ ବ୍ରେକ୍ ସମୟରେ ଲାଇଟ୍ ଶୋ’ର ଆୟୋଜନ କରାଯାଉଛି। ହେଲେ ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦର୍ଶକଙ୍କ ଲାଗି ଏହା ଭଲ ହେଲେ...
ଆଜି ଧର୍ମଶାଳାରେ ବଡ଼ ଲଢ଼େଇ: ୨ ପରିବର୍ତ୍ତନ ସହ ଓହ୍ଲାଇପାରେ ଟିମ୍ ଇଣ୍ଡିଆ, ଓ୍ବିଲିୟମସନଙ୍କ ବିନା ଖେଳିବ ନ୍ୟୁଜିଲାଣ୍ଡ…
ଧର୍ମଶାଳା,୨୨।୧୦: ବିଶ୍ୱକପ୍ ୨୦୨୩ର ୨୧ତମ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଉଭୟ ଟିମ୍ର ଟୁର୍ନାମେଣ୍ଟରେ ଏହା ୫ମ ମ୍ୟାଚ୍। ପୂର୍ବରୁ ଖେଳିଥିବା ୪ ମ୍ୟାଚ୍କୁ ଭାରତ-ନ୍ୟୁଜିଲାଣ୍ଡ ଜିତିବାରେ ସଫଳ ହୋଇଥିବାରୁ ଏହି ମ୍ୟାଚ୍ର ଗୁରୁତ୍ୱ ଅଧିକ...
ପାକିସ୍ତାନୀ ବୋଲର୍ ହରିସ ରାଉଫ୍ଙ୍କୁ କନ୍ଦାଇଦେଲେ ଏହି ଦୁଇ ବ୍ୟାଟ୍ସମ୍ୟାନ୍; ଗୋଟିଏ ଓଭରରେ ମାରିଲେ ୪,୬,୧,୪,୪,୪ ରନ୍
ବେଙ୍ଗାଲୁରୁ,୨୦।୧୦: ବିଶ୍ୱକପ୍ ୨୦୨୩ରେ ଶୁକ୍ରବାର ଖେଳାଯାଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ-ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ହେଁ ଏହା ତାଙ୍କ ଲାଗି ଭୁଲ ସାବ୍ୟସ୍ତ ହୋଇଛି। କାରଣ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ ଡେଭିଡ ଓ୍ବାର୍ନର...
Video: ବିଶ୍ୱକପରେ ପ୍ରଥମ ଅର୍ଦ୍ଧଶତକ ହାସଲ କଲେ ଶୁଭମନ ଗିଲ୍ , ତାଳି ମାରି ଉତ୍ସାହିତ କଲେ ସାରା ତେନ୍ଦୁଲକର
ପୁଣେ, ୧୯।୧୦: ଭାରତର ଯୁବ କ୍ରିକେଟର ଶୁଭମନ ଗିଲ୍ ଦିନିକିଆ ବିଶ୍ୱକପରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗୁରୁବାର ବାଂଲାଦେଶ ବିପକ୍ଷରେ ଶୁଭମନ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଗିଲ ଡେଙ୍ଗୁ ଜ୍ୱରରେ ପଡିବା ପରେ ଅଷ୍ଟ୍ରେଲିଆ ଏବଂ...
Archives


