ଯିଏ ତାଙ୍କୁ ‘ଶୂନ’ରେ ଆଉଟ୍ କରିଥିଲେ, ମ୍ୟାଚ୍ ପରେ ତାଙ୍କୁ ହିଁ ବଡ଼ ଉପହାର ଦେଲେ କୋହଲି
ନୂଆଦିଲ୍ଲୀ,୧୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତୀୟ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ। ମାତ୍ର ୮୯ ରନ୍ରେ ଅଲଆଉଟ ହୋଇ ୨୪୪ ରନ୍ର ବୃହତ୍ ବ୍ୟବଧାନରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ। ଭାରତର ଏହି ଦୟନୀୟ ସ୍ଥିତି ପାଇଁ ନ୍ୟୁଜିଲାଣ୍ଡର ଅଭିଜ୍ଞ ଦ୍ରୁତ…

