Cricket News

‘ହାର୍ଦ୍ଦିକ କି ପନ୍ତ ନୁହନ୍ତି, ଏହି ୨୪ ବର୍ଷୀୟ ଖେଳାଳି ହେବେ ଟିମ୍‌ ଇଣ୍ଡିଆର ଆଗାମୀ ଅଧିନାୟକ’

ନୂଆଦିଲ୍ଲୀ,୨୧।୪: ପୂର୍ବ ଭାରତୀୟ କ୍ରିକେଟର ସୁରେଶ ରାଇନା ୨୪ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ଆଗାମୀ ଭାରତୀୟ ଅଧିନାୟକ ଭାବେ ଚୟନ କରିଛନ୍ତି। ସେ ହାର୍ଦ୍ଦିକ…

2 years ago

ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ଜାରି, ୧୫୦ ପାର୍‌ କଲା ଚେନ୍ନାଇର ସ୍କୋର

ଚେନ୍ନାଇ,୨୬।୩: ଆଇପିଏଲ ୨୦୨୪ର ୭ମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଗତ ସିଜିନ୍‌ର ଫାଇନାଲ ଖେଳିଥିବା ଏହି ଦୁଇ ଦଳ…

3 years ago

୩ ଓଭର ପୂର୍ବରୁ କୋଚ୍‌ କହିଲେ-ତୁମେ ବ୍ୟାଟିଂ କରିବାକୁ ଯିବ…ପରେ ଏହି ୨୧ ବର୍ଷୀୟ କ୍ରିକେଟର ହର୍ଷଲଙ୍କୁ କନ୍ଦାଇଦେଲେ…

ଚଣ୍ଡିଗଡ଼,୨୩।୩: ଯେଉଁଠାରେ ୱାର୍ନର ବିଫଳ ହେଲେ, ମିଚେଲ ମାର୍ଶ,ଋଷଭ ପନ୍ତଙ୍କ ବ୍ୟାଟ୍‌ ଚାଲିଲା ନାହିଁ , ସେଠାରେ ଜଣେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ ଝଡ଼ ଭଳି ବ୍ୟାଟିଂ…

3 years ago

ଛିଡ଼ା ହୋଇ ତାଳିମାରିଲେ ଦର୍ଶକ, ୧୫ ମାସ ପରେ ପ୍ରତ୍ୟାବର୍ତ୍ତନ ପଡ଼ିଲା ଫିକା, ତଥାପି…

ଚଣ୍ଡିଗଡ଼,୨୩।୩: ଟିମ୍‌ ଇଣ୍ଡିଆର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଏହାର ୧୫ ମାସ ପରେ ସେ ମଇଦାନକୁ ଫେରିଛନ୍ତି। ଶନିବାର ପଞ୍ଜାବ…

3 years ago

କିଏ ଜିତିବ ଆଇପିଏଲ୍‌ ୨୦୨୪? ଜାଣନ୍ତୁ ChatGPTର ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୩: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ୍‌ ୨୦୨୪। ମାର୍ଚ୍ଚ ୨୨ରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ଏବଂ…

3 years ago

କୋହଲିଙ୍କୁ ନେଇ ଇଂଲଣ୍ଡ କ୍ରିକେଟର କହିଲେ-ଏହି ଖବର ସତ ହୋଇ ନ ପାରେ…

ନୂଆଦିଲ୍ଲୀ,୧୨।୩: ଟି୨୦ ବିଶ୍ୱକପ୍‌ରେ ଖେଳି ନ ପାରନ୍ତି ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି। ଚୟନ କମିଟି ତାଙ୍କୁ ବାଦ୍‌ ଦେବାକୁ ଚିନ୍ତା କରୁଛି। ଏମିତିରେ ମୁଖ୍ୟ ଚୟନକର୍ତ୍ତା…

3 years ago

ଧର୍ମଶାଳା ଟେଷ୍ଟ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ବଡ଼ ଖୁସିଖବର, ଜୟ ଶାହା କଲେ ଏଭଳି ଘୋଷଣା…

ଧର୍ମଶାଳା,୯।୩: ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୬୪ ରନ୍‌ରେ ବିଜେତା ହେବା ପରେ ପରେ ବିସିସିଆଇ ବଡ଼ ଘୋଷଣା…

3 years ago

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା: ଆହତ ଯୋଗୁ ମେ’ ପର୍ଯ୍ୟନ୍ତ କ୍ରିକେଟ୍‌ ଖେଳିପାରିବେନି ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ ର ପରବର୍ତ୍ତୀ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଲିଗ୍ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ…

3 years ago

ଯେଉଁ ଦିନ ଏହି ଖେଳାଳି ଅବସର ନେବେ, ସେଦିନ ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବି: ଜାଣନ୍ତୁ ଏମିତି କାହିଁକି କହିଲେ ଅଷ୍ଟ୍ରେଲୀୟ ଅଧିନାୟକ

ସିଡନୀ,୩।୩: ନ୍ୟୁଜିଲାଣ୍ଡକୁ ନିଜ ଘରେ ପରାସ୍ତ କରିବା ପରେ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ ଅଧିନାୟକତ୍ୱ ଛାଡିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଥମ ଟେଷ୍ଟରେ…

3 years ago

ଇଂଲଣ୍ଡର ଏହି ଖେଳାଳିଙ୍କୁ ଉପହାରରେ ମିଳିଥିଲା ୧୦୦ ବୋତଲ ମଦ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨।୩: ଯେତେବେଳେ ଜଣେ ଖେଳାଳୀ ଅବସର ନିଅନ୍ତି, ତାଙ୍କୁ ସାଥୀ କ୍ରିକେଟରମାନେ କିଛି ଉପହାର ଦିଅନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ରିୟୁ ଷ୍ଟ୍ରସ ଅବସର ନେବା ପରେ…

3 years ago

ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା

ଆବୁଧାବି,୧।୩: ପ୍ରଥମ ଥର ଲାଗି ଟେଷ୍ଟ ମ୍ୟାଚ୍‌ ଜିତି ଇତିହାସ ରଚିଛି ଆୟର୍ଲାଣ୍ଡ। ୨୦୧୮ରେ ପ୍ରଥମ ଥର ଲାଗି ଟେଷ୍ଟ କ୍ରିକେଟ ଖେଳିଥିଲା ଏହି ଦଳ। ଆଫଗାନିସ୍ତାନ…

3 years ago

ଇଂଲଣ୍ଡକୁ ଧୂଳି ଚଟେଇଲା ଭାରତ: ଚମକିଲେ ଗିଲ୍‌-ଜୁରେଲ୍‌

ରାଞ୍ଚି,୨୬।୨: ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ  ୩-୧ ଅଗ୍ରଣୀ…

3 years ago