ଟି-୨୦ ବିଶ଼୍ବକପ୍: ସୁପର ୮ରେ ଏଣ୍ଟ୍ରି ମାରିଲେ ୭ଟିମ୍, ୮ ନମ଼୍ବରରେ କିଏ?
ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍ ୨୦୨୪ରେ ସୁପର ୮ ପାଇଁ ୭ଟି ଟିମ୍ ସ୍ଥାନ ପକ୍କା କରିଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକା, ଭାରତ, ୱେଷ୍ଟ-ଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ଆଫଗାନିସ୍ତାନ ରହିଛନ୍ତି । ଏବେ ପ୍ରଶ୍ନ ହେଉଛି କି କେଉଁ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ
ନୂଆଦିଲ୍ଲୀ, ୧୬।୬: ରବିବାର ୩ ମ୍ୟାଚ୍ ସିରିଜ୍ ବିଶିଷ୍ଟ ୱାନ୍ଡେ ଇଣ୍ଟରନ୍ୟାସନାଲର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରର ଏମ୍ ଚିନ୍ନାସ଼୍ବାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟ୍ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।…
ଚାଲିଥିଲା ଆଫଗାନିସ୍ତାନ- ଶ୍ରୀଲଙ୍କା ମ୍ୟାଚ, ହଠାତ୍ ଭୟରେ ଥରିଲେ କ୍ରିକେଟର୍
କ୍ରିକେଟ୍ ମ୍ୟାଚ୍ ବେଳେ ଘଟିଲା ଅଭାବନୀୟ ଘଟଣା । ମଇଦାନ ଭିତରକୁ ପଶି ଆସିଲା ଗୋଧୀ। ଭୟରେ ଥରିଲେ କ୍ରିକେଟର। ଏଭଳି ଘଟଣା ଘଟିଛି କଲମ୍ବୋରେ। କଲମ୍ବୋରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ…

