ଉଇକେଟ୍ ନେବା ପରେ ରାଗିକି ପଞ୍ଚମ ହୋଇଗଲେ ଗୁରନୁର, ଦୌଡ଼ିଯାଇ କୋହଲି…ଦେଖନ୍ତୁ VIDEO
ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍ରେ ମଇଦାନରେ ଦେଖିବାକୁ ମିଳିଥିଲା ଉତ୍ତେଜନାପୂର୍ଣ୍ଣ ଦୃଶ୍ୟ। ନ୍ୟୁଜିଲାଣ୍ଡର ଓପନର୍ ଟିମ ସିଫର୍ଟଙ୍କୁ ଆଉଟ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର୍ ଗୁରନୁର ବରାର ଆକ୍ରମଣାତ୍ମକ ଢଙ୍ଗରେ ସେଣ୍ଡ-ଅଫ…

