ହାଇ-ଭୋଲଟେଜ ମ୍ୟାଚ୍ ପୂର୍ବରୁ ହଠାତ୍ ଟିମ୍ ଇଣ୍ଡିଆର ହାତ ଛାଡ଼ିଦେଲେ ଏହି କ୍ରିକେଟର୍: ଦଳ ଛାଡି ପଳାଇଲେ ନୂଆଦିଲ୍ଲୀ,୧୨।୯: ଏସିଆ କପ ୨୦୨୫ରେ ଟିମ ଇଣ୍ଡିଆର ଆରମ୍ଭ ଭଲ ରହିଛି। ପ୍ରଥମ ମ୍ୟାଚରେ ଭାରତ ୯ ଉଇକେଟରେ UAE କୁ ପରାସ୍ତ କରିଛି। ଏବେ ଭାରତ ରବିବାର ପାକିସ୍ତାନ ବିପକ୍ଷରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳିବାକୁ ଯାଉଛି, କିନ୍ତୁ...