Tag Archives: CONGRESS

ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି କଂଗ୍ରେସ, ଜାଣନ୍ତୁ…

ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାକୁ ଯୋଜନା କରୁଛି କଂଗ୍ରେସ। ଉକ୍ତ ଯୋଜନା ଉପରେ ପ୍ରଶ୍ନ କିମ୍ବା ବିରୋଧ ନୁହେଁ ବରଂ ଏହାକୁ ନେଇ ଘୋଷଣା କରିବାର ସମୟ…

ରାଜସ୍ଥାନ ଲାଗି କଂଗ୍ରେସ ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଙ୍କ ଉପରେ ଭରସା, କିଛି ବିଧାୟକଙ୍କ ଟିକେଟ କଟିଲା…

ଜୟପୁର,୩୧।୧୦: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୫୬ ନାମକୁ ନେଇ ଘୋଷଣା ରହିଛି। ସେମାନଙ୍କ ମଧ୍ୟରୁ ୨୦ ନୂଆ ଚେହେରା ଥିବା ବେଳେ ୮ ବିଧାୟକଙ୍କ ଟିକେଟ…

ରାହୁଲ କେଉଁ ଜାତିରୁ ଆସିଛନ୍ତି ସେ ନିଜେ ଜାଣିନାହାନ୍ତି: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରହ୍ଲାଦ ସିଂ ପଟେଲ କଂଗ୍ରେସର ଜାତିଗତ ଜନଗଣନାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ନିଜକୁ ଜଣାନାହିଁ ସେ କେଉଁ ଜାତିରୁ ଆସିଛନ୍ତି ବୋଲି ପ୍ରହ୍ଲାଦ କହିଛନ୍ତି। କଂଗ୍ରେସ ପକ୍ଷରୁ…

ଗାଜାକୁ ନେଇ ଜାତିସଂଘରେ ମତଦାନରୁ ଦୂରରେ ରହିଲା ଭାରତ, ପ୍ରିୟଙ୍କା କହିଲେ-‘ଲଜ୍ଜାଜନକ’ 

ନୂଆଦିଲ୍ଲୀ,୨୮।୧୦: ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୧୨୦ ଦେଶ ସମର୍ଥନ କରିବା ପରେ ଶୁକ୍ରବାର ଏହା ବହୁମତରେ ପାରିତ ହୋଇଥିଲା। ହେଲେ ଭାରତ ଏହି ଭୋଟିଂରୁ ଦୂରରେ ରହିଥିଲା। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି…

କଂଗ୍ରେସରେ କାହାର ହେବାକୁ ଯାଉଛି ବିବାହ, ବାଣ୍ଟିବ ଓ୍ବେଡିଂ କାର୍ଡ

ନୂଆଦିଲ୍ଲୀ,୨୭।୧୦: କଂଗ୍ରେସ ବାଣ୍ଟିବ ବିବାହ କାର୍ଡ। ଆଗାମୀ ଭାଲେଣ୍ଟାଇନ ଡେ ପାଇଁ ଅଛି ସ୍ପେଶିଆଲ ପ୍ଲାନ। ନିମନ୍ତ୍ରଣ କାର୍ଡକୁ ଗୋଲାପୀ ଓ କମଳା ରଙ୍ଗରେ ସଜ୍ଜା ଯାଇଛି। ଅତିଥିଙ୍କୁ ସାଦରେ ନିମନ୍ତ୍ରଣ କରିବା ସହ ଦର୍ଶନଭିଳାଷୀ ଭାବରେ ପ୍ରଧାନମନ୍ତ୍ରୀ ମୋଦି-କେସିଆରଙ୍କ ନାଁ…

ହ୍ୟାଙ୍ଗ୍‌ ମୋଡରେ ଥିଲା ୟୁପିଏ ସରକାର, ରିଷ୍ଟାର୍ଟ କିମ୍ବା ବ୍ୟାଟେରୀ ବଦଳାଇବା ପରେ ବି ମିଳି ନ ଥିଲା ଫାଇଦା: ମୋଦି

ନୂଆଦିଲ୍ଲୀ,୨୭।୧୨: ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି)କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ପିଏମ ମୋଦି ପୁରୁଣା ଟେକ୍ନୋଲୋଜି ଏବଂ ପୁରୁଣା ସରକାର ତୁଳନା କରି ତତ୍କାଳୀନ ୟୁପିଏ ସରକାରକୁ ଟାର୍ଗେଟ୍‌ କରିଥିଲେ। ୨୦୧୪ ଏକ…

କଂଗ୍ରେସ ଏମ୍‌ପିଙ୍କ ପାଇଁ ଭୋଟ ମାଗିଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୮।୪: ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ କଂଗ୍ରେସ ଟିକେଟରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓରାଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି। ମୁକେଶଙ୍କ ଭାଇ ଅନୀଲ ଅମ୍ବାନିଙ୍କୁ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଥିବାବେଳେ ଗୁରୁବାର କଂଗ୍ରେସ…

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ବମ୍ବେ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ। ଗୋଟିଏ ପଟେ ଭାଜପା ପୁଣି ଥରେ ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ କଂଗ୍ରେସ ଏପରି ନ ହେବାକୁ ପ୍ରାଣପଣେ ଚେଷ୍ଟା କରୁଛି। ଏଭଳି ସମୟରେ ବଲିଉଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri