Tag Archives: CONGRESS

ନାଗପୁରରେ ଆଜି ୨୦୨୪ ନିର୍ବାଚନର ବିଗୁଲ ବଜାଇବ କଂଗ୍ରେସ: ଖାର୍ଗେ-ସୋନିଆ-ରାହୁଲ ହେବେ ସାମିଲ

ନାଗପୁର,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ଲାଗି ମହାରାଷ୍ଟ୍ରର ନାଗପୁର ସହରରୁ ଗୁରୁବାର ଏକ ବିଶାଳ ରାଲି ଜରିଆରେ ନିର୍ବାଚନ ଅଭିଯାନ ଆରମ୍ଭ କରିବ କଂଗ୍ରେସ। ଦଳର ୧୩୯ତମ ପ୍ରତିଷ୍ଠା ଦିବସ ଅବସରରେ ‘ହେ ତୟାର ହମ୍‌’…

ଇଣ୍ଡିଆ ବ୍ଲକରେ କିପରି ଫାଇନାଲ ହେବ କଂଗ୍ରେସର ସିଟ୍? ବୈଠକରେ ପ୍ରସ୍ତୁତ ହେଲା ସିଟ୍ ଶେୟାରିଂ ଫର୍ମୁଲା

ନୂଆଦିଲ୍ଲୀ ,୨୩।୧୨: ଇଣ୍ଡିଆ ବ୍ଲକରେ ସାମିଲ ଦଳ ମାନଙ୍କ ସହିତ ଆଗାମୀ ଲୋକସଭା ନିର୍ବାଚନରେ ଆସନ ବୁଝାମଣା ପାଇଁ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ରାଷ୍ଟ୍ରୀୟ ଗଠବନ୍ଧନ କମିଟି ଗଠନ କରିଛି କଂଗ୍ରେସ। ଏହି କମିଟି ସିଟ୍ ବୁଝାମଣା କରିବା ପାଇଁ…

୨୦୨୪ ନିର୍ବାଚନ ପୂର୍ବରୁ ହ୍ରାସ ପାଉଛି କି କଂଗ୍ରେସର ମନୋବଳ? ଚିଦାମ୍ବରମଙ୍କ ବୟାନରୁ ସ୍ପଷ୍ଟ ହେଲା ‘ଡର’

ନୂଆଦିଲ୍ଲୀ,୧୭।୧୨: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ନେତାମାନଙ୍କର ଚିନ୍ତା ବଢ଼ୁଥିବା ନଜର ଆସୁଛି। ନିକଟରେ ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ସରକାର ଗଢ଼ିଛି। ସେହିଭଳି ମଧ୍ୟପ୍ରଦେଶ ଏବଂ ମିଜୋରାମରେ…

କମଲନାଥଙ୍କ ଉପରେ ପଡିଲା ପରାଜୟର ଖଣ୍ଡା, ଜିତୁ ପଟୱାରୀ ମଧ୍ୟପ୍ରଦେଶର ନୂଆ କଂଗ୍ରେସ ମୁଖ୍ୟ

ନୂଆଦିଲ୍ଲୀ, ୧୬।୧୨: ମଧ୍ୟପ୍ରଦେଶ କଂଗ୍ରେସରେ ଏକ ବଡ ପରିବର୍ତ୍ତନ ହୋଇଛି। ନିର୍ବାଚନରେ ​​ପରାଜୟ ପରେ କମଲ ନାଥ ଇସ୍ତଫା ଦେଇଛନ୍ତି। ପାର୍ଟି ହାଇ କମାଣ୍ଡ ଜିତୁ ପଟୱାରୀଙ୍କୁ ରାଜ୍ୟ ସଭାପତି ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଉମାଙ୍ଗ ସିଙ୍ଗାରଙ୍କୁ ବିରୋଧୀ ଦଳର…

ଜନତାକୁ ଚାନ୍ଦା ମାଗିବ କଂଗ୍ରେସ, ଡିସେମ୍ବର ୧୮ ରୁ ଆରମ୍ଭ କରିବ ‘ଦେଶ ପାଇଁ ଦାନ’ ଅଭିଯାନ

ନୂଆଦିଲ୍ଲୀ,୧୬।୧୨: ଜନତାଙ୍କଠାରୁ ଚାନ୍ଦା ଆଦାୟ ପାଇଁ ‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କରିବ କଂଗ୍ରେସ। ମହାତ୍ମା ଗାନ୍ଧୀଙ୍କ ‘ତିଳକ ସ୍ୱରାଜ ପାଣ୍ଠି’ ୧୯୨୦-୨୧ରୁ ଅନୁପ୍ରେରିତ ହୋଇ ଚଳିତ ମାସ ୧୮ ତାରିଖରୁ ଏହି ଅଭିଯାନ ଆରମ୍ଭ କରିବ। ଶନିବାର ଗଣମାଧ୍ୟମକୁ…

ରାହୁଲଙ୍କ ଅଫିସକୁ ଏଏମ୍‌-ପିଏମ୍‌ ଭିତରେ ତଫାତ ଜଣାନାହିଁ, ଦିନେ ପିଏମ୍‌ଓ କିଭଳି ଚଳାଇବେ; କଂଗ୍ରେସ ନେତାଙ୍କ ଉପରେ ରାଗିଯାଇ…

ନୂଆଦିଲ୍ଲୀ,୭।୧୨: ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ନିଜର ପୁସ୍ତକରେ ଦଳକୁ ନେଇ ବଡ଼ ଖୁଲାସା କରିଛନ୍ତି।…

ଭାଜପା ୫୦ ଆସନରେ ଜିତିଲେ ମୁହଁକଳା କରିବେ ବୋଲି କହିଥିଲେ, ଏବେ କଥା ରଖିବେ କଂଗ୍ରେସ ବିଧାୟକ

ଭୋପାଳ,୫।୧୨: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୫୦ ସିଟ୍‌ରେ ଜିତିଲେ ମୁହଁକଳା କରିବେ ବୋଲି କହିଥିଲେ କଂଗ୍ରେସ ବିଧାୟକ ଫୁଲ ସିଂ ବରେୟା। ଏବେ ତାହା ହୋଇଥିବା ଯୋଗୁ ସେ ତାଙ୍କର ପ୍ରତିଜ୍ଞାକୁ ପାଳନ କରିବେ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି।…

ମିଜୋରାମ ବିଧାନସଭା ନିର୍ବାଚନରେ ସବୁଠୁ ପଛରେ କଂଗ୍ରେସ-ଭାଜପା, ଜାଣନ୍ତୁ କେତେ ପ୍ରତିଶତ ମିଳିଲା ଭୋଟ୍

ନୂଆଦିଲ୍ଲୀ,୪ା୧୨: ମିଜୋରାମରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ୨୭ ଟି ଆସନ ଜିତି ସରକାର ଗଠନ ପାଇଁ ଏକ ସ୍ୱଚ୍ଛ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି ବିଜୟ ପରେ ଦଳ ମଙ୍ଗଳବାର ବିଧାନସଭା ଦଳର ବୈଠକ ଡାକିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ…

ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ତିନି ରାଜ୍ୟରେ ଭାଜପା ଅଗ୍ରଣୀ, ତେଲଙ୍ଗାନାରେ ବିଜୟ ମୁହାଁ କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ମତଦାନ ଗଣନାର ପ୍ରାରମ୍ଭିକ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରି ଅନ୍ୟ ମାନଙ୍କ ଠାରୁ ଆଗରେ ରହିଛି। ସେହିପରି ଛତିଶଗଡରେ ମଧ୍ୟ ଶାସକ କଂଗ୍ରେସକୁ ମଧ୍ୟ ଅତିକ୍ରମ କରି ବିଜୟ ଆଡକୁ…

ନିର୍ବାଚନୀ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲଙ୍ଗାନା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ଶନିବାର ବିଧାୟକ ଦଳର ବୈଠକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ରାଜସ୍ଥାନରେ ଭୁପେନ୍ଦ୍ର ସିଂ ହୁଦା, ମଧୁସୂଦନ ମିଷ୍ଟ୍ରି, ମୁକୁଲ ୱାସନିକ ଏବଂ ଶକିଲ ଅହମ୍ମଦ ଖାନଙ୍କୁ…

ଦଙ୍ଗା ଏବଂ ଗୁଣ୍ଡାରାଜ କଂଗ୍ରେସର ସ୍ଵଭାଵ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୧୧: ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଚାର ସରଗରମ ହୋଇଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦଙ୍ଗା ଏବଂ ଗୁଣ୍ଡାରାଜ କରିବା କଂଗ୍ରେସର ସ୍ଵଭାଵ ଅଟେ। ମଧ୍ୟପ୍ରଦେଶର ଶଜାପୁରରେ ରାହୁଲ…

ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି କଂଗ୍ରେସ, ଜାଣନ୍ତୁ…

ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାକୁ ଯୋଜନା କରୁଛି କଂଗ୍ରେସ। ଉକ୍ତ ଯୋଜନା ଉପରେ ପ୍ରଶ୍ନ କିମ୍ବା ବିରୋଧ ନୁହେଁ ବରଂ ଏହାକୁ ନେଇ ଘୋଷଣା କରିବାର ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?