କଂଗ୍ରେସର ସବୁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛନ୍ତି କେନ୍ଦ୍ର ସରକାର: ଅଜୟ ମାକେନ
ନୂଆଦିଲ୍ଲୀ,୧୬।୨: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ। ଆୟକର ବିଭାଗ ଦ୍ୱାରା ଯୁବ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବା କଂଗ୍ରେସ ଦାବି କରିଛି। କଂଗ୍ରେସ ମୁଖପାତ୍ର ଅଜୟ ମାକେନ୍...
୨୦୨୨ ପର୍ଯ୍ୟନ୍ତ ବିକ୍ରି ହୋଇଛି ୧ ହଜାର ଟଙ୍କାର ନିର୍ବାଚନ ବଣ୍ଡ, ଜାଣନ୍ତୁ କେଉଁ ଦଳ ପାଇଛି କେତେ ଟଙ୍କା
ନୂଆଦିଲ୍ଲୀ,୧୫।୨: ଲୋକସଭା ୨୦୨୪ ନିର୍ବାଚନର କିଛି ମାସ ପୂର୍ବରୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନିର୍ବାଚନ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ୨୦୧୬ରୁ ୨୦୨୨ ମଧ୍ୟରେ ଏହି ଯୋଜନା ଅଧୀନରେ ଦିଆଯାଇଥିବା...
କଂଗ୍ରେସ ଛାଡି ଭାଜପା ହାତ ଧରିଲେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି
ନୂଆଦିଲ୍ଲୀ,୧୪।୨: ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଝଟ୍କା ପରେ ଝଟ୍କା ଲାଗୁଛି। ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ଶାସ୍ତ୍ରୀ କଂଗ୍ରେସ ଦଳରୁ ଇସ୍ତଫା...
କଂଗ୍ରେସର ଘୋଷଣା- ‘ସରକାରକୁ ଆସିଲେ ଏମ୍ଏସ୍ପିର ଆଇନଗତ ଗ୍ୟାରେଣ୍ଟି ଦେବୁ’
ନୂଆଦିଲ୍ଲୀ,୧୩।୨: ପଞ୍ଜାବ-ହରିୟାଣାର କୃଷକମାନେ ଏମ୍ଏସ୍ପିର ଆଇନଗତ ଗ୍ୟାରେଣ୍ଟି ସମେତ ଅନେକ ଦାବି ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ହଜାର ହଜାର ସଂଖ୍ୟାରେ କୃଷକ ଶମ୍ଭୁ ସୀମାରେ ପହଞ୍ଚିଛନ୍ତି। କୃଷକଙ୍କୁ ଆଗକୁ ବଢ଼ିବାରୁ ରୋକିବା ଲାଗି ପୋଲିସ ପକ୍ଷରୁ ବ୍ୟାରିକେଡିଂ କରାଯାଇଛି।...
ମୂରଲିଧରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ
ଭୁବନେଶ୍ୱର,୧୩।୨(ସୁନିତ୍ ମିଶ୍ର): କିଛିଦିନ ଧରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଲଗାତାର ଭାବେ ଦଳରେ ବିଭିନ୍ନ କମିଟି ଗଠନଠାରୁ ଆରମ୍ଭ କରି ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିପରି ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ଥିବା ଅନେକ...
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବରଗଡ଼ ଜିଲା ସଭାପତି ନିହାର ମହାନନ୍ଦ
ବରଗଡ଼,୧୨ା୨(ପ୍ରେମାନନ୍ଦ ଖମାରୀ): କଂଗ୍ରେସର ପୂର୍ବତନ ବରଗଡ଼ ଜିଲା ସଭାପତି ତଥା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ...
କଂଗ୍ରେସ ଛାଡ଼ିଲେ ମହାରାଷ୍ଟ୍ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଚୋୖହ୍ୱାନ, ନିର୍ବାଚନ ପୂର୍ବରୁ ଦଳକୁ ବଡ଼ ଝଟକା
ନୂଆଦିଲ୍ଲୀ,୧୨।୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ହେଭିୱେଟ୍ ଅଶୋକ ଚୋୖହ୍ୱାନ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପାଟୋଲଙ୍କୁ ଏକ ଧାଡିରେ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ମୁଁ...
କଂଗ୍ରେସ ଛାଡ଼ିପାରନ୍ତି ମହାରାଷ୍ଟ୍ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଚୋୖହ୍ୱାନ, ବିଧାୟକ ପଦରୁ ଦେଲେ ଇସ୍ତଫା
ନୂଆଦିଲ୍ଲୀ,୧୨।୨: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ହେଭିୱେଟ୍ ଅଶୋକ ଚୋୖହ୍ୱାନ ଦଳର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। 65 ବର୍ଷୀୟ ନେତା ସୋମବାର ବିଧାନସଭା...
‘ମୁଁ ମୋର ରାମଙ୍କୁ ଭାଜପାକୁ ଉତ୍ସର୍ଗ କରିବି ନାହିଁ’, କଂଗ୍ରେସ କାହିଁକି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେଲାନାହିଁ କହିଲେ ଥରୁର
ନୂଆଦିଲ୍ଲୀ,୫।୨: କଂଗ୍ରେସ ନେତା ଶଶି ଥରୁର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଦଳର ବରିଷ୍ଠ ନେତୃତ୍ୱଙ୍କ ଅଂଶଗ୍ରହଣ ନକରିବା ଉପରେ ମନ୍ତବ୍ୟ ଦେଇଛନ୍ତି। ଥରୁର କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ଏହାର ଅର୍ଥ...
ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ରଣନୀତି, ସୋନିଆ ଯିବେ ରାଜ୍ୟ ସଭା! ପ୍ରିୟଙ୍କାଙ୍କୁ ନେଇ ବି ହେଉଛି…
ନୂଆଦିଲ୍ଲୀ,୩୦।୧: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନୂ ପୂର୍ବରୁ ଚର୍ଚ୍ଚାରେ କଂଗ୍ରେସର ନୂଆ ରଣନୀତି। ଦଳର ନେତା ସୋନିଆ ଗାନ୍ଧୀ ଅଥବା ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ସଭା ଯାଇପାରନ୍ତି। ଏନେଇ ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ...
ଶେଷରେ ମାନିଲେ କଂଗ୍ରେସ ନେତା: ମୋଦିଙ୍କ ବିନା ସମ୍ଭବ ହୋଇପାରି ନ ଥାନ୍ତା ରାମମନ୍ଦିର
ନୂଆଦିଲ୍ଲୀ,୨୨।୧: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ତାଙ୍କ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ସେ ପାର୍ଟି ଲାଇନ ବାହାରେ ନିଜର ମତ ପ୍ରକାଶ କରନ୍ତି। ସେପଟେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...
ଭାଙ୍ଗିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ଟିମ୍: ୨୦୧୯ରୁ ଏପର୍ଯ୍ୟନ୍ତ ହାତ ଛାଡ଼ିଲେଣି ୧୧ ବଡ଼ ନେତା
ନୂଆଦିଲ୍ଲୀ,୧୪।୧: ମିଲିନ୍ଦ ଦେଓରା କଂଗ୍ରେସରୁ ଇସ୍ତଫା ଦେବା ପରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ ଦଳକୁ ଏକ ବଡ଼ ଝଟକା ଲାଗିଛି। କାରଣ ଲୋକସଭା ନିର୍ବାଚନ ବର୍ତ୍ତମାନଠାରୁ ମାତ୍ର କିଛି ମାସ ପୂର୍ବରୁ ମିଲିନ୍ଦ କଂଗ୍ରେସ ଛାଡ଼ି ଭାଜପାର...
Archives


