ସମସ୍ୟା ସୃଷ୍ଟି କରୁଛି ୧୯୭୧ ମସିହା ବିଦ୍ୟୁତ୍ ଖୁଣ୍ଟ, ତାର, ଶଙ୍ଖ ମହାକାଳପଡ଼ା, ୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ଅବିଭକ୍ତ କଟକ ଜିଲାର ମହାକାଳପଡ଼ା ଅଞ୍ଚଳରେ ୧୯୭୧ରେ ପ୍ରଥମ ଥର ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ ପକ୍ଷରୁ ଯୋଗାଣ ବ୍ୟବସ୍ଥା ହୋଇଥିଲା। ମାର୍ଶାଘାଇ କେନାଲ ବ୍ରିଜଠାରୁ ମହାକାଳପଡ଼ା-ଛପାଲିକୁ ସଂଯୋଗ କରାଯାଇଥିଲା। ସେ ସମୟରେ ସଂଯୋଗ...