ଧୂମକେତୁ ଜରିଆରେ ପୃଥିବୀକୁ ଆସି ନ ଥିଲା ଜୀବନ, ଗବେଷକ କହିଲେ…
ଲଣ୍ଡନ,୨ା୧୧: ବହୁ କୋଟି ବର୍ଷ ପୂର୍ବେ ମହାକାଶରୁ ଧୂମକେତୁ ଜରିଆରେ ପୃଥିବୀକୁ ଜୀବନର ମୌଳିକ ଉପାଦାନଗୁଡ଼ିକ ଆସିଥିଲା ବୋଲି ଯେଉଁ ଲୋକପ୍ରିୟ ତତ୍ତ୍ୱ ରହିଛି, ତାହା ଭୁଲ ହୋଇପାରେ ବୋଲି ନୂତନ କମ୍ପ୍ୟୁଟର ସିମୁଲେଶନରୁ ଜଣାପଡ଼ିଛି। ଏହି ଗବେଷଣା ଅନୁଯାୟୀ, ଧୂମକେତୁଗୁଡ଼ିକରେ…

