ସିଙ୍ଗଡ଼ା, ଜିଲାପୀ ଓ ସିଗାରେଟ୍ ଏବେ ଗୋଟିଏ ତାଲିକାରେ: ଏଣିକି ସ୍ୱାସ୍ଥ୍ୟ ଚେତାବନୀ ସହ ମିଳିବ ଲୋକପ୍ରିୟ ଖାଦ୍ୟ ନୂଆଦିଲ୍ଲୀ,୧୪।୭: ଜିଲାପୀ ଖାଇବା ସମୟରେ ଏବେ ଆପଣଙ୍କୁ ଅପରାଧବୋଧ ହୋଇପାରେ। ସିଙ୍ଗଡ଼ା ସହ ଲଜ୍ଜାଜନକ ଅନୁଭବ ଏବଂ ଚା’ ବିସ୍କୁଟ ଖାଉଥିବା ବେଳେ ପଛରେ ସ୍ୱାସ୍ଥ୍ୟ ଚେତାବନୀ ଦେଖାଯାଇପାରେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନାଗପୁରର ଏମ୍ସ ସମେତ ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନକୁ ‘ତେଲ…