ଚାଇନାର ବିରଳ ପୃଥିବୀ ସାମଗ୍ରୀ ବିରୋଧରେ ଆର୍ଥିକ ଯୁଦ୍ଧ ଘୋଷଣା କଲେ ଅଷ୍ଟ୍ରେଲିଆ, ଭାରତ, ଜାପାନ, ଆମେରିକା ନୂଆଦିଲ୍ଲୀ,୩୦।୭: ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ସାମିଲ କ୍ଵାଡ୍(Quad) ଦେଶଗୁଡ଼ିକ ଚାଇନାର ବିରଳ ପୃଥିବୀ (Rare Earth Elements) ବଜାର ଉପରେ ଏକଛତ୍ର ଆଧିପତ୍ୟକୁ ରୋକିବା ପାଇଁ ଏକ ମିଳିତ ରଣନୀତି ଘୋଷଣା କରିଛନ୍ତି। ଜୁଲାଇ ପ୍ରଥମ ସପ୍ତାହରେ...