Tag Archives: china

ଚାଇନା ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ

କାଠମାଣ୍ଡୁ,୧୩ା୧୧: ନେପାଳର ପୁଷ୍ପ କମଲ ଦହଲ ସରକାର ଚାଇନା ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ନେପାଳର ଯୋଗାଯୋଗ ମନ୍ତ୍ରୀ ସୋମବାର କହିଛନ୍ତି, କ୍ୟାବିନେଟ୍‌ ବୈଠକରେ ନେପାଳ ସରକାର ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଏପରି…

ଗାଜାରେ ଚାଲିଥିବା ଲଢେଇ ମଧ୍ୟରେ ନକ୍ସାରୁ ଇସ୍ରାଏଲର ନାଁ ହଟାଇଲା ଚାଇନା!

ବେଜିଂ,୩୧।୧୦: ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବାରେ ଲାଗିଛି ଏବଂ ଏହି ସମୟରେ ଖବର ଆସିଛି ଯେ, ଚାଇନା ଏହାର ଅନଲାଇନ ନକ୍ସାରୁ ଇସ୍ରାଏଲର ନାମ ହଟାଇ ଦେଇଛି। ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି। ଖବର ଅନୁଯାୟୀ, ଚାଇନାର…

ମଟନ ନାମରେ ବିକ୍ରି ହେଉଛି ବିଲେଇ ମାଂସ, କିଲୋ ପିଛା ଦାମ୍‌ ରହିଛି…

ବେଜିଂ,୨୭ା୧୦: ଦୁନିଆର ଅନେକ ଦେଶରେ ପଶୁ ଖାଇବାର ଏକ ଧାରା ରହିଛି। ଚିକେନ-ମଟନ ବ୍ୟତୀତ ଗୋ’ ମାଂସ, ହରିଣ ପରି ପଶୁମାନଙ୍କ ମାଂସ ଲୋକେ ଖାଇଥାନ୍ତି। କିନ୍ତୁ ଯେତେବେଳେ ପଶୁ ମାଂସ ଖାଇବା କଥା ଉଠେ ସେତେବେଳେ ଚାଇନା ନାଁ ପ୍ରଥମେ…

ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ମତ ବଦଳାଇଲା ଚାଇନା, କହିଲା- ‘ଆତ୍ମରକ୍ଷା ପାଇଁ ରହିଛି ଅଧିକାର’

ନୂଆଦିଲ୍ଲୀ, ୨୪/୧୦: ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ-ଇସ୍ରାଏଲର ପୁନଃ ନିର୍ମାଣରେ ସହଯୋଗ କରିବାକୁ ଚାଇନା ଯଥାସମ୍ଭବ ଉଦ୍ୟମ କରିବ ମଙ୍ଗଳବାର ଇସ୍ରାଏଲ୍ ପ୍ରତିପକ୍ଷଙ୍କୁ ଏକ ଫୋନ୍ କଲରେ ଏହି କଥା କହିଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀ। ତେବେ ଯେପର୍ଯ୍ୟନ୍ତ ଶାନ୍ତି ପାଇଁ ସ୍ଥାପନା…

ଜିନପିଙ୍ଗଙ୍କୁ ଭେଟିଲେ ପୁଟିନ୍‌

ବେଜିଂ,୧୮।୧୦: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବେଜିଂରେ ସାକ୍ଷାତ କରିଛନ୍ତି। ସାକ୍ଷାତକାରରେ ସେମାନେ ପରସ୍ପର ମଧ୍ୟରେ ବୈଦେଶିକ ନୀତିର ସମନ୍ବୟ ରକ୍ଷା କରିବାକୁ ଆହ୍ବନ ଦେଇଛନ୍ତି। ମସ୍କୋର ୟୁକ୍ରେନ ଉପରେ ଆକ୍ରମଣ ଏବଂ ତାଇୱାନ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?