Tag Archives: china

୧୧୯ଟି ଆପ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଲେ ଭାରତ ସରକାର, ପ୍ରଭାବିତ ହେବେ ଏହି ଦେଶ

ନୂଆଦିଲ୍ଲୀ,୨୦।୨: ସରକାର ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ବିଭିନ୍ନ କଣ୍ଟେଣ୍ଟ ଅପସାରଣ ଅନୁରୋଧଗୁଡ଼ିକୁ ଟ୍ରାକ୍ କରୁଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସାଇଟ୍ ଲୁମେନ୍ ଡାଟାବେସ୍‌ରେ ଗୁଗୁଲ୍ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ଉପଲବ୍ଧ ପ୍ରାୟ ୧୧୯ଟି ଆପ୍ ବ୍ଲକ୍…

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ: ଟପ୍‌-୧୦ରୁ ବାଦ୍‌ ପଡ଼ିଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩।୨: ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି। ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଉପରେ ଆଧାରିତ। କିନ୍ତୁ ଭାରତ ଭଳି ଏକ ଦେଶକୁ ବାଦ…

ଭାରତ ଚାଇନା ସମ୍ପର୍କରେ ପୁଣି ବଢୁଛି ଗଭୀରତା, ଏଣିକି କୈଳାଶ ସରୋବରକୁ ଡାଇରେକ୍ଟ ଫ୍ଲାଇଟ୍

ନୂଆଦିଲ୍ଲୀ,୨୭ା୧: ଚାଇନା ଭାରତ ସହିତ ଏହାର ସମ୍ପର୍କ ସୁଧାରିବାକୁ ଏବଂ ଶାନ୍ତି ପ୍ରତିଷ୍ଠା କରିବାକୁ ଆଉ ଗୋଟିଏ ପାଦ ବଢେଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ କୈଳାଶ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ ହେବ। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ…

ଷଷ୍ଠ ପିଢ଼ିର ଲଢୁଆ ଜାହାଜ ପରୀକ୍ଷା କଲା ଚାଇନା, ଦୁଃଖ ପ୍ରକଶ କଲେ ଭାରତୀୟ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୮ା୧: ତେଜସ ଲଢୁଆ ବିମାନ ମିଳିବାରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ମାର୍ଶାଲ ଏପି ସିଂହ। ମଙ୍ଗଳବାର ଏକ ସେମିନାରରେ ଯୋଗ ଦେଇ ସେ ଭାରତୀୟ ବାୟୁସେନାକୁ ଆବଶ୍ୟକୀୟ ଲଢୁଆ ବିମାନ ମିଳିବାରେ ହେଉଥିବା…

ମହିଳା ଏସୀୟ ହକି: ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ଦଳ ଚାମ୍ପିଅନ୍

ନୂଆଦିଲ୍ଲୀ,୨୦।୧୧: ବିହାରରେ ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ଫାଇନାଲରେ ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ଦଳ ବିଜୟୀ ହୋଇଛି। ମ୍ୟାଚର ଏକମାତ୍ର ଗୋଲ ଦୀପିକା ଭାରତ ପାଇଁ ତୃତୀୟ କ୍ୱାର୍ଟରରେ କରିଥିଲେ। ଏହି ଗୋଲଟି ପେନାଲଟି କର୍ଣ୍ଣରରୁ…

ଦୀପାବଳିରେ ମିଠା ଖାଇ ଶେଷ କଲେ ବିବାଦ

ନୂଆଦିଲ୍ଲୀ,୩୧।୧୦: କୂଟନୈତିକ ସ୍ତରରେ ଚୁକ୍ତି ପରେ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସୁଧାର ଆସିଛି। ଗୁରୁବାର ଦୁଇ ପକ୍ଷର ସୈନିକ ଦୀପାବଳି ଅବସରରେ ପରସ୍ପର ମିଠା ବିନିମୟ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ସଂଘର୍ଷ…

ପାକିସ୍ତାନ ଉପରେ ରାଗି ନିଆଁବାଣ ଚାଇନା, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ…

ବେଜିଂ,୩୦।୧୦: କେବଳ କଥାରେ ପାକିସ୍ତାନ-ଚାଇନା ବନ୍ଧୁ, ହେଲେ ଉଭୟଙ୍କର ବନ୍ଧୁତା କେବଳ ପରସ୍ପରଠାରୁ ଲାଭ ପାଇବା। ଭାରତ ବିରୋଧୀ ଏଜେଣ୍ଡା ହେଉଛି ଏହି ଦୁଇ ଦେଶ ମଧ୍ୟରେ ବନ୍ଧୁତାର ବଡ଼ କାରଣ। ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବେଳେ…

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ସୀମାରେ ଶାନ୍ତି, ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନକୁ ପ୍ରଥମିକତା ଦେବା…

ଆମେରିକା-ଚାଇନା ପରେ ୨୦୫୦ ପର୍ଯ୍ୟନ୍ତ ଏହି ଦେଶ ହେବ ଅଧିକ ଶକ୍ତିଶାଳୀ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ କହିଲେ ଏହାର ବଡ଼ କାରଣ…

ଲଣ୍ଡନ,୧ା୧୦: ଯଦି ଆମେ ଆଜି ଦୁନିଆର ସୁପରପାଓ୍ବାର ବା ସବୁଠୁ ଶକ୍ତିଶାଳୀ ଦେଶ ବିଷୟରେ କଥା ହେବା, ତେବେ ଆମେରିକା, ରୁଷିଆ, ଚାଇନା, ଫ୍ରାନ୍ସ ଏବଂ ଭାରତ ଭଳି ଦେଶର ନାମ ଆମ ମନକୁ ଆସେ। କିନ୍ତୁ ଦେଶରେ ଦେଖାଯାଉଥିବା ଅର୍ଥନୈତିକ…

ଚାଇନାର ବଡ଼ ଷଡ଼ଯନ୍ତ୍ର: ଏହି ଆପ୍‌ ଜରିଆରେ ଭାରତରୁ ଚାଇନା ନେଇଛି ୪୦୦ କୋଟି ଟଙ୍କା, ଇଡି କହିଲା…

ନୂଆଦିଲ୍ଲୀ,୨୬ା୯: ଅନ୍‌ଲାଇନ୍‌ ଗେମିଂ ଆପ୍‌ ବିରୋଧରେ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌(ଇଡି) କଡ଼ା ପଦକ୍ଷେପ ଗ୍ରହଣ କରିଛି। ଇଡି ପ୍ରାୟ ୨୫ କୋଟି ଟଙ୍କା ଜବତ କରିଛି। ଚାଇନାର  FIEWIN ଗେମିଂ ଆପ୍‌ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଏହା ବ୍ୟତୀତ ଏନ୍‌ଫୋର୍ସମେଣ୍ଟ…

ଚାଇନାକୁ ହରାଇ ଭାରତ ଏସିଆ ଚାମ୍ପିୟନ

ନୂଆଦିଲ୍ଲୀ,୧୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ ମୁକାବିଲାରେ ଚାଇନା ଭାରତୀୟ ଦଳ ସହିତ କଡ଼ା ମୁକାବିଲା କରିଥିଲା। ତୃତୀୟ କ୍ୱାର୍ଟର ସୁଦ୍ଧା…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ହରାଇଲା ଭାରତ

ହୁଲୁନ୍‌ବୁଇର(ଚାଇନା), ୮ା୯: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଏଠାରେ ରବିବାର ଖେଳାଯାଇଥିବା ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଭାରତୀୟ ପୁରୁଷ ଦଳ ୩-୦ ଗୋଲ୍‌ରେ ଆୟୋଜକ ଚାଇନାକୁ ପରାସ୍ତ କରିଛି। ଭାରତ ପକ୍ଷରୁ ସୁଖଜିତ୍‌ ସିଂ(୧୪ତମ ମିନିଟ), ଉତ୍ତମ ସିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri