ଚକୋଲେଟ ଦେଇ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାରଣ, ମା’ବାପାଙ୍କ ଅଭିଯୋଗ ପରେ ବନ୍ଧା ହେଲେ ଶିକ୍ଷକ… ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି । ଏକ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହୁମ୍ମା ଫାଣ୍ଡି ପୋଲିସ ଏକ ପ୍ରାଥମିକ ବିଦ୍ୟାଳୟର…