ତାଇୱାନରେ ତାଣ୍ଡବ ରଚିଲା ‘ଚାମ୍ପି’, ସମୁଦ୍ରରେ ଉଠୁଛି ବିଶାଳ ଢେଉ, ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ
ତାଇପେଇ,୨୪।୧୦: ଶନିବାର ଭୋର ସମୟରେ ‘ଚାମ୍ପି’ (Champi) ନାମକ ଝଡ଼ ତାଇୱାନ ନିକଟ ଦେଇ ଗତି କରିଛି। ଏହି ଝଡ଼ ଯୋଗୁ ଅନେକ ଗଛ ଭାଙ୍ଗି ପଡ଼ିଛି ଏବଂ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ସମୁଦ୍ର ଢେଉରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ…

