ଗାଡ଼ିର ଚାଲାଣ କାଟିଦେଲା କି କ୍ୟାମେରା? ଘରେ ବସି ଏଭଳି କରିପାରିବେ ଯାଞ୍ଚ… ନୂଆଦିଲ୍ଲୀ,୧୬।୫: ଆଜିକାଲି ସବୁକିଛି ଡିଜିଟାଲ ହୋଇଗଲାଣି। ଟ୍ରାଫିକ ଚାଲାଣ ମଧ୍ୟ ଅନ୍ଲାଇନ୍ରେ ଆସୁଛି। ରାସ୍ତାରେ ଲାଗିଥିବା ହାଇଟେକ କ୍ୟାମେରାଗୁଡ଼ିକ କେତେବେଳେ ଗାଡ଼ିର ଫଟୋ ଉଠାଇ ଦିଅନ୍ତି ଏବଂ ଚାଲାଣ ଜାରି କରନ୍ତି ତାହା ଜଣାପଡ଼େ ନାହିଁ। ପରେ ଯେତେବେଳେ ମୋବାଇଲକୁ...