ଭାରତ ଉପରେ କଠୋର ହେଲେ ଚାଇନା ସହିତ କିପରି ମୁକାବିଲା କରିବେ ? ଜାଣନ୍ତୁ କ’ଣ ଉତ୍ତର ଦେଲେ ଟ୍ରମ୍ପ
ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହ୍ୱାଇଟ ହାଉସରେ ବୈଠକ ହୋଇଛି। ବୈଠକ ପରେ ଉଭୟ ନେତା ଏକ ମିଳିତ ଖବରଦାତା ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି...
ଟ୍ରମ୍ପ୍ଙ୍କ ଟାରିଫ୍କୁ ଡବ୍ଲ୍ୟୁଟିଓରେ ଚ୍ୟାଲେଞ୍ଜ କଲା ଚାଇନା
ଓ୍ବାଶିଂଟନ,୬।୨: ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଥିବାରୁ ବେଜିଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଏହାକୁ ଚ୍ୟାଲେଞ୍ଜ କରିଛି। ଉକ୍ତ ନୂଆ ଟାରିଫ୍ ସହ କମ୍ ମୂଲ୍ୟର...
ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ
ନୂଆଦିଲ୍ଲୀ,୩।୧: ଚାଇନା ସୀମାନ୍ତ ଅଞ୍ଚଳରେ ୨ଟି କାଉଣ୍ଟି ସ୍ଥାପନ କରିଛି, ଯାହାର କେତେକ ଅଂଶ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆସୁଛି। ଭାରତ ଏହାର ଦୃଢ଼ ବିରୋଧ କରିବା ସହ କୂଟନୈତିକ ଚ୍ୟାନେଲ ଜରିଆରେ ବେଜିଂ ନିକଟରେ ପ୍ରତିବାଦ ଜଣାଇଥିବା...
ସୀମାରେ ଚାଇନା ସହିତ ବିବାଦ ନେଇ ବଡ଼ ସୂଚନା ଦେଲା ଭାରତ
ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ଚାଇନା ମଧ୍ୟରେ ସୀମାରେ (ଏଲଏସି) ପେଟ୍ରୋଲିଂକୁ ନେଇ ନୂଆ ସହମତି ହୋଇଛି। ବିଦେଶ ମନ୍ତ୍ରଣାଳୟ ସୋମବାର ବୟାନ ଜାରି କରି ଏହି ସୂଚନା ଦେଇଛି। ଚାଇନାର ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ପ୍ରଶ୍ନରେ...
ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ
ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୁଚକାଙ୍କ...
ନିଜର ଘରୋଇ ସମସ୍ୟାକୁ ଭାରତ ଉପରେ ଲଦୁଛି ଚାଇନା, ଜାଣନ୍ତୁ କିପରି
ନୂଆଦିଲ୍ଲୀ,୧ା୮: ଚାଇନା ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଚାଇନା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଜିନିଷର ଅତ୍ୟଧିକ ଉତ୍ପାଦନ କରୁଛି। ତେବେ ଚାହିଦା ହ୍ରାସ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସଙ୍କଟ ଯୋଗୁଁ ଏହା...
ଜିନ୍ପିଙ୍ଗ୍ଙ୍କୁ ଭେଟିଲେ ଶରିଫ୍
ବେଜିଂ,୭ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହବାଜ୍ ଶରିଫ ଶୁକ୍ରବାର ବେଜିଂରେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତୃତୀୟ ପାଳି ପାଇଁ ଶପଥ ନେବାକୁ ଯାଉଥିବାବେଳେ ଦୁଇ ପଡ଼ୋଶୀ ରାଷ୍ଟ୍ରମୁଖ୍ୟଙ୍କ ଏହି ଭେଟକୁ...
ଚୀନ୍ ସୀମା ଜଗିବାକୁ ଆହୁରି ୧୦,୦୦୦ ସୈନିକ ପଠାଇଲା ଭାରତ
ନୂଆଦିଲ୍ଲୀ,୭ା୩: ଚୀନ୍ ସହିତ ବିବାଦୀୟ ସୀମାକୁ ମଜବୁତ କରିବା ପାଇଁ ଭାରତ ୧୦ ଆଉ ହଜାର ସୈନିକଙ୍କୁ ସୀମାକୁ ପଠାଇଛନ୍ତି। ଏହା ସହିତ ବେଜିଂ ସହିତ ସମ୍ପର୍କକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶର ପଶ୍ଚିମ ସୀମାରେ ପୂର୍ବରୁ ନିଯୁକ୍ତ...
Archives
