ଚେନ୍ନାଇକୁ ବ୍ୟାକଫୁଟରେ ପକାଇଲା ଚହଲଙ୍କ ହ୍ୟାଟ୍ରିକ୍, ଗୋଟିଏ ଓଭରରେ ନେଲେ ୪ ୱିକେଟ୍ ଚେନ୍ନାଇ, ୩୦।୪: ଆଇପିଏଲ୍ ୨୦୨୫ରେ ପଞ୍ଜାବ କିଙ୍ଗ୍ସର ସ୍ପିନ୍ ମାଷ୍ଟର ଯୁଜବେନ୍ଦ୍ର ଚହଲ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଭୟଙ୍କର ପ୍ରଦର୍ଶନ କରି ମ୍ୟାଚକୁ ଓଲଟପାଲଟ କରିଦେଇଛନ୍ତି। ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚହଲ ଗୋଟିଏ ଓଭରରେ ହ୍ୟାଟ୍ରିକ୍ ସହିତ...