ଜନଗଣନା କାର୍ଯ୍ୟ କରୁଥିଲେ ପ୍ରଧାନଶିକ୍ଷକ, ଚାଲିଗଲା ଜୀବନ, ଅଂଶୁଘାତ ଅଭିଯୋଗ ଆଣି ସ୍ତ୍ରୀ… ଅମରପାଲି,୨୦ା୪(ପୀତାମ୍ବର ସାହୁ): ଜନଗଣନା କାର୍ଯ୍ୟ କରୁଥିବାବେଳେ ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ କ୍ଲଷ୍ଟର ସୁନାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଂଶୀଧର ଭୋଇ(୫୫)। ରବିବାର ସତ୍ତ୍ୱେ ବଂଶୀଧର ସରକାରଙ୍କ…