ପରବର୍ତ୍ତୀ ଯୁଦ୍ଧ କିପରି ହେବ CDS ଦେଲେ ଚମ୍କାଇବା ଭଳି ଜବାବ: ପାକିସ୍ତାନ ଥରହର ନୂଆଦିଲ୍ଲୀ,୨।୬: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଅନିଲ ଚୌହାନ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର ଏକ ‘କଣ୍ଟାକ୍ଟ ଲେସ’ ଯୁଦ୍ଧ ଥିଲା। ଏହି ସମୟ ମଧ୍ୟରେ ସେନା ମଧ୍ୟରେ କୌଣସି ସମ୍ପର୍କ ନ ଥିଲା, ତଥାପି...