ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନବଣ, ପର୍ଯ୍ୟଟନକ୍ଷେତ୍ର ପାଲଟିଛି ଏବେ ଗୋରୁ ଛେଳିଙ୍କ ଚରାଭୂଇଁ ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): ପର୍ଯ୍ୟଟନ ଋତୁ ଆସିଲେ ଅନେକ କଥା କହେ ପାଇନବଣର ଦୃଶ୍ୟ। ଆଉ ପର୍ଯ୍ୟଟକ ଯଦି ଦାରିଙ୍ଗବାଡ଼ି ଆସିନ୍ତି ନିଶ୍ଚିତ ଉକ୍ତ ପାଇନବଣ ବୁଲିଥାନ୍ତି। ବଣଭୋଜି କରି ମଜା ନେଇଥାନ୍ତି। ପର୍ଯ୍ୟଟକଙ୍କ ପାଇଁ ରହିଛି ବଣଭୋଜି କରି ମଜା...