କାର୍ଡବୋର୍ଡରେ ଚାଲିଛି ଚିକିତ୍ସା: ଜାଣିନାହାନ୍ତି ସିଡିଏମ୍ଓ, ମନ୍ତ୍ରୀ ବି ନୀରବ, ଫଟୋ-ଭିଡିଓ ଭାଇରାଲ ପରେ… ବରଗଡ଼,୯ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରେ ସମସ୍ୟା ଅସମାହିତ ହୋଇପଡ଼ିଥିବାବେଳେ ଏଠାରେ ରୋଗୀଙ୍କୁ ମୌଳିକ ସ୍ବାସ୍ଥ୍ୟସେବା ମଧ୍ୟ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଡାକ୍ତରଖାନାରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ସ୍ଲାବ୍ କିମ୍ବା ପ୍ଲାଷ୍ଟର ଅଫ୍…