ଅମିତ ଶାହାଙ୍କ ବଡ଼ ଘୋଷଣା: Ola-Uber-Rapidoକୁ ଚ୍ୟାଲେଞ୍ଜ୍ ଦେବ Sahkar Taxi ସର୍ଭିସ୍ ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍ଶୀଘ୍ର କୋଅପରେଟିଭ୍ ଟ୍ୟାକ୍ସି ସେବା ‘ସହକାର ଟ୍ୟାକ୍ସି’ (Sahkar Taxi Service) ଆରମ୍ଭ ହେବ ବୋଲି ଅମିତ ଶାହା କହିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ବାଇକ, କ୍ୟାବ ଏବଂ...