ଆଜି ଆସିବ ଚାରି ରାଜ୍ୟର ୫ ବିଧାନସଭା ଉପନିର୍ବାଚନର ଫଳାଫଳ ନୂଆଦିଲ୍ଲୀ,୨୩।୬: ଗୁରୁବାର (ଜୁନ ୧୯) ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ବିଧାନସଭା ଉପନିର୍ବାଚନର ଫଳାଫଳ ସୋମବାର ଆସୁଛି। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ଭୋଟ ଗଣତି ଆରମ୍ଭ ହେବାର କିଛି ସମୟ ପରେ ଟ୍ରେଣ୍ଡ...