ବିଭିନ୍ନ ଦାବି ନେଇ ଆର୍ଟିଓଙ୍କୁ ଭେଟିଲେ ବସ୍ ମାଲିକ ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ଆମେ କେମିତି ବଞ୍ଚିବୁ? ଆମେ କେମିତି ଇନସୁରାନ୍ସ, ପରମିଟ ଓ ଫାଇନାନ୍ସ ପାଇବୁ? । ଆମ କୁ ହଇରାଣ କରାଯାଉଛ। ଆମକୁ ଚଳିବାକୁ ଦିଅନ୍ତୁ। ଏପରି ହୋ-ହଲ୍ଲା କରି ଗଞ୍ଜାମ ଜିଲା ଘରୋଇ ବସ୍ର ବହୁ ମାଲିକ...