ରୋଲରକୁ ପିଟିଲା ବସ୍, ୧୫ ଯାତ୍ରୀ ଆହତ ଭଦ୍ରକ,୨୨ା୧୧: ବାଇକ୍କୁ ଓଭର ଟେକ୍ ବେଳେ ରୋଲରକୁ ପିଟିଲା ବସ୍। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବରପଦା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ରୋଲର୍କୁ ପିଟିଥିଲା। ଏଥିରେ ଥିବା...