GBU-୫୭ ବୋମା ପକାଉଛି ଆମେରିକା; ୨୦୦ ଫୁଟ ତଳର ଲକ୍ଷ୍ୟ କରୁଛି ଭେଦ; ଧ୍ୱଂସ ହୋଇଗଲା… ତହରାନ/ଓ୍ବାଶିଂଟନ,୨୨।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ଡେଇଁପାରେ ବୋଲି କୁହାଯାଉଥିଲା। ସେହିଭଳି ଆମେରିକା ବଙ୍କର ବଷ୍ଟର GBU-୫୭ ବୋମା ବ୍ୟବହାର କରି ଫୋର୍ଡୋ ପରମାଣୁ ସ୍ଥାନକୁ ଧ୍ୱଂସ କରିପାରେ ବୋଲି କୁହାଯାଉଥିଲା। ଏବେ ଆମେରିକା...