ବ୍ରାହ୍ମଣୀରେ ବୁଡ଼ିଗଲେ ମଇଁଷି ଚରାଳି
ବରୀ,୧୫ା୧୧(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀରେ ଜଣେ ମଇଁଷି ଚରାଳି ଶନିବାର ବ୍ରାହ୍ମଣୀ ନଦୀରେ ମଇଁଷି ପାର କରୁଥିବାବେଳେ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଯୁବକ ଜଣଙ୍କ ବୁଡ଼ି ଯାଉଥିବା ଘଟଣାକୁ ଦେଖି ପାଟି କରିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର…

