ହୃଦୟବିଦାରକ ଘଟଣା: ମଇଁଷି ଗୋବର ପଡ଼ି ୬ ମାସ ଶିଶୁର ଜୀବନ ଗଲା ଲକ୍ଷ୍ନୌ,୧୦।୧୨: ଉତ୍ତରପ୍ରଦେଶର ମହୋବାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ମଇଁଷି ଗୋବର ଯୋଗୁ ୬ ମାସର ଶିଶୁର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଘରେ ରୋଷେଇ କରୁଥିବାବେଳେ ମହିଳା ଶିଶୁକୁ ବାହାରେ ଏକ ଝୁଲାରେ ଝୁଲେଇ ଦେଇଥିଲେ।...