ପଳାତକ ଲଳିତ ମୋଦିଙ୍କୁ ମିଳିଲା ବ୍ରିଟେନର ନାଗରିକତା, ଉତ୍ସବ ପାଳନର ଫଟୋ ଶେୟାର କରି ଦେଲେ…
ଲଣ୍ଡନ, ୧୫ା୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରତିଷ୍ଠାତା ଲଳିତ ମୋଦି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ଆନୁଷ୍ଠାନିକ ଭାବେ ବ୍ରିଟିଶ ନାଗରିକତା ମିଳିଥିବା ସେ ସୂଚନା ଦେଇଛନ୍ତି। ବ୍ରିଟେନର ପ୍ରତିଷ୍ଠିତ ‘ଅକ୍ସଫୋର୍ଡ ୟୁନିଅନ୍’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

