ଓଡ଼ିଶାର ବୈଜ୍ଞାନିକଙ୍କୁ CERN ରେ ମିଳିଲା ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାର ଭୁବନେଶ୍ଵର, ୨୩।୪: ଓଡ଼ିଶାର ଆଠ ଜଣ ବୈଜ୍ଞାନିକ ମୌଳିକ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ବିଶ୍ଵର ଅଗ୍ରଣୀ ଗବେଷଣା ସଂସ୍ଥା ସିଇଆରଏନ (ଇଉରୋପୀୟ ନ୍ୟୁକ୍ଲିୟର ରିସର୍ଚ ସଂଗଠନ) ଦ୍ଵାରା ୨୦୨୫ ବର୍ଷର ‘ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ...