Tag Archives: Breaking News

ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ: ସୁନାମୀ ଆଲର୍ଟ ଜାରି

ମାନିଲା,୧୦।୧୦: ସକାଳୁ ସକାଳୁ ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟକର୍ତ୍ତୃପକ୍ଷ ସୁନାମୀ ଚେତାବନୀ ଜାରି କରିଛନ୍ତି ଏବଂ ପରବର୍ତ୍ତୀ ଝଟକାର ସମ୍ଭାବନା ପ୍ରକାଶ କରିଛନ୍ତି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପର ଗଭୀରତା…

ବିହାର ନିର୍ବାଚନରେ NDAର CM ଫେସ୍‌, ନୀତୀଶ ନା ଆଉ କିଏ: ଗିରିରାଜ କରିଦେଲେ ସାଂଘାତିକ ଖୁଲାସା

ପାଟନା,୮।୧୦: ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ୨୦୨୫ ବିହାର ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନୀତୀଶ କୁମାର ଏହି ନିର୍ବାଚନରେ NDAର ମୁଖ୍ୟମନ୍ତ୍ରୀ ଚେହେରା ହେବେ। ସେ NDA…

ଆମେରିକା ସହ ଟେନ୍‌ସନ୍‌ ମଧ୍ୟରେ ଖୁସିଖବର ନେଇ ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ହେବ ଲାଭ

ନୂଆଦିଲ୍ଲୀ,୮।୧୦: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତ ଏବଂ ବ୍ରିଟେନ ମଧ୍ୟରେ ବନ୍ଧୁତା ଗଭୀର ହେଉଥିବା ପରି ମନେ ହେଉଛି। ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାରମର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ସକାଳେ ମୁମ୍ବାଇରେ ପହଞ୍ଚିଥିଲେ।…

ଏୟାର ଇଣ୍ଡିଆ ବିମାନରେ ମାଡ଼ ହେଲା ପକ୍ଷୀ: ୧୫୮ ଜଣ ଥିଲେ ଯାତ୍ରୀ

ନୂଆଦିଲ୍ଲୀ,୭।୧୦: ଏୟାର ଇଣ୍ଡିଆର ଏକ ବିମାନ ଏକ ସାଂଘାତିକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲା। ମଙ୍ଗଳବାର କଲମ୍ବୋ-ଚେନ୍ନାଇ ବିମାନରେ ଏକ ପକ୍ଷୀ ଧକ୍କା ଦେବା ଫଳରେ ବିମାନକୁ ଜରୁରୀକାଳିନ ଅବତରଣ କରିବାକୁ ପଡିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି, ବିମାନଟି ୧୫୮ ଜଣ…

ଇତିହାସ ରଚିଲେ ମୀରାବାଇ ଚାନୁ: ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ଜିତିଲେ ରୌପ୍ୟ

ନରୱେ,୩।୧୦: ନରୱେର ଫୋର୍ଡେରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଟୁର୍ନାମେଣ୍ଟ ଇତିହାସରେ ଏହା ତାଙ୍କର ତୃତୀୟ ପଦକ। ସେ ଭାରତ ପାଇଁ ସର୍ବାଧିକ ବିଶ୍ୱ ଚାମ୍ପିଅନସିପ ପଦକ ଜିତିଥିବା ତୃତୀୟ ଭାରୋତ୍ତୋଳନକାରୀ ହୋଇଛନ୍ତି। ପୂର୍ବରୁ,…

ମୋଦିଙ୍କ ଟୁଇଟ୍‌କୁ ନେଇ ମୁହଁ ଖୋଲିଲେ ସୂର୍ଯ୍ୟକୁମାର: ନେତାଙ୍କୁ ଫ୍ରଣ୍ଟ ଫୁଟରେ ବ୍ୟାଟିଂ କରିବା ଦେଖି..

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆ କପ ୨୦୨୫ ଫାଇନାଲରେ ଭାରତର ବିଜୟ ଉପରେ ଏକ ଟୁଇଟ୍‌ କରିଥିଲେ। ଏହା ପାକିସ୍ତାନକୁ କ୍ରୋଧିତ କରିଥିଲା। ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ଭାରତର ବିଜୟକୁ ଅପରେଶନ ସିନ୍ଦୂର ସହିତ ଯୋଡ଼ିଥିଲେ।…

ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକୃଷ୍ଣନ: ସେପ୍ଟେମ୍ବର ୧୨ରେ…

ନୂଆଦିଲ୍ଲୀ,୧୧।୯: ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହେବାପରେ ସିପି ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଆଚାର୍ଯ୍ୟ ଦେବବ୍ରତ ଗୁଜରାଟର ଦାୟିତ୍ୱ ସହିତ ମହାରାଷ୍ଟ୍ରର ରାଜ୍ୟପାଳ ଦାୟିତ୍ୱ…

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସିଧା ସିଧା କହିଦେଲେ…

ନୂଆଦିଲ୍ଲୀ,୧୧।୯:ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ମ୍ୟାଚ ହେବାକୁ ଦିଅ। ଆମେ ଏହାକୁ ବନ୍ଦ କରିବୁ ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ…

କାହାକୁ ନ ଜଣାଇ ପାକିସ୍ତାନକୁ ୮୬ କୋଟି ଟଙ୍କା ଦେଇଥିଲେ ନେହେରୁ: ସାଂଘାତିକ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନଡିଏ ସଂସଦୀୟ ଦଳ ବୈଠକରେ ଅଂଶଗ୍ରହଣ କରିଛନ୍ତି। ସେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ଶାଲ ପ୍ରଦାନ କରି ସମ୍ମାନିତ କରିଛନ୍ତି। ସଂସଦର ପାଠାଗାର ଭବନରେ ଅନୁଷ୍ଠିତ ଏହି ବୈଠକରେ ଏମ୍‌ପିମାନେ ସିପି ରାଧାକୃଷ୍ଣନଙ୍କୁ…

ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହିଦ

ଶ୍ରୀନଗର,୯।୮: ଜମ୍ମୁ-କଶ୍ମୀରର କୁଲଗାମର ଅଖାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଆଜି ନବମ ଦିନ ପାଇଁ ଜାରି ରହିଛି। ସାରା ରାତି ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଏବଂ ଗୁଳିଚାଳନା ଶବ୍ଦ ଶୁଣାଯାଇଥିଲା। ଏହି ସମୟରେ, ଗତକାଲି ରାତିରେ ଗୁଳିଚାଳନାରେ ସେନାର ୨…

ଭାରତ ସମେତ ୭୦ଟି ଦେଶରେ ଲାଗୁ ହେଲା ଟ୍ରମ୍ପଙ୍କ ଟାରିଫ୍‌: କେଉଁ ଦେଶରେ କେତେ, ଦେଖନ୍ତୁ ପୂରା ଲିଷ୍ଟ

ଓ୍ବାଶିଂଟନ୍‌,୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇ ଅନେକ ଦେଶ ଉପରେ ଟାରିଫ୍‌ ଲଗାଇବା ପାଇଁ ଏକ ଆଦେଶରେ ସ୍ବାକ୍ଷର କରିଛନ୍ତି। ଟ୍ରମ୍ପ ୧୦ ରୁ ୪୧ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ପାଇଁ ଏକ ଆଦେଶ ଜାରି…

ପୁଣି ବଡ଼ ଅଘଟଣ: ରନୱେରେ ଖସିପଡ଼ିଲା Air India ବିମାନ, ଫାଟିଲା ଟାୟାର

ମୁମ୍ବାଇ,୨୧।୭: କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଖସି ପଡ଼ିଛି। ପ୍ରବଳ ବର୍ଷା ଯୋଗୁ ହୋଇଥିବା ଏହି ଦୁର୍ଘଟଣାରେ ବିମାନର ତିନୋଟି ଟାୟାର ଫାଟି ଯାଇଛି। ଆଶ୍ୱସ୍ତିର କଥା ହେଉଛି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri