ଶତ୍ରୁ ଏବେ ଲୁଚିବାକୁ ପାଇବେନି ଜାଗା, ଏକାଥରେ ୩୦୦ ବ୍ରହ୍ମୋସ ମିଶାଇଲ ପକାଇବ ଭାରତ ନୂଆଦିଲ୍ଲୀ,୨୬।୮: ଭାରତ ମହାସାଗରରେ ଚାଇନା ଏବଂ ପାକିସ୍ତାନର ବର୍ଦ୍ଧିତ କାର୍ଯ୍ୟକଳାପକୁ ଧ୍ୟାନରେ ରଖି, ଭାରତୀୟ ନୌସେନା ନିରନ୍ତର ତାର କ୍ଷମତା ବୃଦ୍ଧି କରୁଛି। ଏହି କ୍ରମରେ, ନୀଳଗିରି ଶ୍ରେଣୀର ଷ୍ଟେଲ୍ଥ ଫ୍ରିଗେଟ ଉଦୟଗିରି ଏବଂ ହିମଗିରିକୁ ନୌବାହିନୀରେ ସାମିଲ କରାଯିବ।...