ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବଲାଙ୍ଗୀରରେ ‘ରନ୍ ଫର୍ ୟୁନିଟି’: ଏକତାର ବାର୍ତ୍ତା ଦେଲେ ପୋଲିସ ବାହିନୀ
ବଲାଙ୍ଗୀର, ୩୧।୧୦(ସୁନିଲ କୁମାର ମହାନ୍ତି): ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ବଲାଙ୍ଗୀର ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ଅଖଣ୍ଡତା ଏବଂ ଏକତାର ବାର୍ତ୍ତା ଦିଆଯାଇଥିଲା।…

