Tag Archives: boat

ସମୁଦ୍ରରେ ଓଲଟିଲା ମାଛଧରା ଡଙ୍ଗା, ମିଳୁନି ମତ୍ସ୍ୟଜୀବୀଙ୍କ ପତ୍ତା

ଗଞ୍ଜାମ/ଛତ୍ରପୁର,୨୮ା୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଋଷିକୂଲ୍ୟା ମୁହାଣସ୍ଥିତ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆ ନୋଳିଆ ନୂଆ ଗାଁର ମତ୍ସ୍ୟଜୀବୀ ଏ. କାଳିଆ। ବୁଧବାର ରାତିରେ…

ବନ୍ୟାପାଣି ପାର୍‌ ହୋଇ କନ୍ୟାଙ୍କ ହାତ ଧରିବାକୁ ଡଙ୍ଗାରେ ଗଲେ ବର

ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନେଦା ଗ୍ରାମରେ ବରକୁ ଡଙ୍ଗାରେ ବସାଇ ବରଯାତ୍ରୀମାନେ କନ୍ୟା ଘର ଅଭିମୁଖେ ଯାଉଥିବାର ରୋଚକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ପଟେ ଅଦିନିଆ ବର୍ଷା ଲାଗି ରହିଥିବା…

ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରୀ ପରିବହନ

ମହାକାଳପଡ଼ା, ୨୧ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ବହୁ ପୁରାତନ ଜମ୍ବୁ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଦଦରା ଡଙ୍ଗାରେ ଯାତ୍ରୀ ପରିବହନ କରାଯାଉଛି। ଏହି ଘାଟ ଉପରେ ଜମ୍ବୁ ପଞ୍ଚାୟତର ୫ ହଜାର ଲୋକ…

ବଡ଼ବାପାଙ୍କ ସହ ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲେ ୪

ବାଙ୍କୀ,୮ା୬: ମହାନଦୀରେ ଗାଧୋଉଥିବା ବେଳେ ରବିବାର ୪ ଜଣ ପିଲା ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଜଣେ ନାବାଳିକା ନିଖୋଜ ଅଛନ୍ତି। ବଡ଼ବାପାଙ୍କ ସହ ୩ ପୁତୁରା ଏବଂ ଝିଆରୀ ଗାଧୋଇବାକୁ ଯାଇଥିବାବେଳେ ଏହି…

ନଈ ମଝିରେ ଧକ୍କା ଖାଇ ବୁଡ଼ିଗଲା ଇଲିସି ବୋଝେଇ ଡଙ୍ଗା, ପରେ ଘଟିଲା ଏମିତି…

ଭୋଗରାଇ,୧୭ା୧୦(ପ୍ରଦୀପ ଦାସ): ପୂର୍ଣ୍ଣିମା ତିଥିରେ ସମୁଦ୍ର ଅଶାନ୍ତ ରହିଛି। ଏଭଳି ସ୍ଥିତିରେ ମତ୍ସ୍ୟଜୀବୀଙ୍କ ଜାଲରେ ପ୍ରଚୁର ପରିମାଣର ଇଲିସି ଧରା ଦେଉଛନ୍ତି। ଇଲିସି ସନ୍ଧାନରେ ମତ୍ସ୍ୟଜୀବୀମାନେ ଜୀବନକୁ ବାଜି ଲଗାଇଛନ୍ତି। ୨ଟି ଯନ୍ତ୍ର ଚାଳିତ ଡଙ୍ଗା (ଭୁଟୁଭୁଟି)ରେ ବାଲେଶ୍ୱର ଜିଲା ଭୋଗରାଇ…

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ। ଏହି ଫେରି ଘାଟ ୭୦ଲକ୍ଷ ଟଙ୍କାରୁ ଅଧିକ ନିଲାମ ହୋଇଥାଏ। ବିଗତଦିନରେ ଏହି ଫେରି…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ପୁରୀ,୧୮ା୮: ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଫସିଯାଇଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକି ରହିଛି। ଉକ୍ତ ଡଙ୍ଗାରେ ୪୦ରୁ ଉଦ୍ଧର୍‌ବ ଯାତ୍ରୀ ଥିବା ବେଳେ ପ୍ରାୟ ୨୦ଟି ବାଇକ୍‌…

ଚିଲିକା ମଝିରେ ଫସିଲା ବନବିଭାଗର ପାଟ୍ରୋଲିଂ ଡଙ୍ଗା

ପୁରୀ,୪ା୮: ପୁରୀ ଜିଲା କୃଷ୍ଣପ୍ରସାଦର ଜହ୍ନିକୁଦା ନିକଟରେ ରବିବାର ବନବିଭାଗର ଏକ ପାଟ୍ରୋଲିଂ ଗାଡ଼ି ଚିଲିକା ମଝିରେ ଫସିରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଫସି ଯାଇଥିବା ଜଣାପଡ଼ିଛି। ଏଥିରେ ବନବିଭାଗର ୪ ଜଣ କର୍ମଚାରୀ ରହିଛନ୍ତି। ଫସିଥିବା ବନ କର୍ମଚାରୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri