Blackout Exercise କ’ଣ? ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ କାହିଁକି ଏହା କରୁଛନ୍ତି ଭାରତୀୟ ସେନା, ଯୁଦ୍ଧ ହେଲେ… ନୂଆଦିଲ୍ଲୀ,୫।୫: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛିି। ଏପରି ସମୟରେ ପଞ୍ଜାବରେ ଫିରୋଜପୁର କ୍ୟାଣ୍ଟ ବୋର୍ଡ ମେ’ ୪ ମଇ ସାରେ ଏକ ୩୦ ମିନିଟ ‘ବ୍ଲାକଆଉଟ’ ଅଭ୍ୟାସ କରିଥିଲା।...