ଆରଜେଡି ମନ୍ତ୍ରୀଙ୍କୁ ବାହାର କରି ଭାଜପା ନେତାଙ୍କୁ ସରକାରରେ ସାମିଲ କରିବେ ନୀତୀଶ କୁମାର!
ନୂଆଦିଲ୍ଲୀ,୨୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସହଯୋଗୀ ତଥା ଲାଲୁ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ମନ୍ତ୍ରୀଙ୍କୁ ବରଖାସ୍ତ କରିବେ ବୋଲି ସୂତ୍ରରୁ ଜଣାପଡିଛି। ଆସନ୍ତା ତିନି ମାସ ମଧ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ…
ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଝାଡଖଣ୍ଡର ଗୋଡ୍ଡାର ଭାଜପା ଏମ୍ପି ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ…
କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର…
ନୂଆଦିଲ୍ଲୀ,୧୯।୧: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ସମ୍ପର୍କରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ ନାମକୁ…
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ପୂର୍ବରୁ ବିଭିନ୍ନ ମନ୍ଦିରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ଭାଜପା ନେତା
ନୂଆଦିଲ୍ଲୀ,୧୪।୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦେଶର ସବୁ ମନ୍ଦିର ଓ ତୀର୍ଥ କ୍ଷେତ୍ରକୁ ସ୍ୱଚ୍ଛ ରଖିବା ଅଭିଯାନ ଆରମ୍ଭ ହୋଇଛି।…
ମୋଦି ହେଉଛନ୍ତି ସବୁଠୁ ବଡ଼ ଶଙ୍କରାଚାର୍ଯ୍ୟ: ସଞ୍ଜୟ ରାଉତ
ମୁମ୍ବାଇ,୧୨।୧: ବରିଷ୍ଠ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ସମ୍ପର୍କିତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ହିଂସାର ଶିକାର ହୋଇଥିବା ସେହି ଲୋକମାନେ (ଉଦ୍ଧବ ଠାକୁର ଗୋଷ୍ଠୀର ଶିବ ସୈନିକ)…
ବିନାଶକାଳେ ବିପରୀତ ବୁଦ୍ଧି…ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ନ ଦେବା ନିଷ୍ପତ୍ତିକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲା ଭାଜପା
ନୂଆଦିଲ୍ଲୀ,୧୦।୧: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗଦେବେ ନାହିଁ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଏମ୍ପି ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ ନିମନ୍ତ୍ରଣକୁ…
‘ଭାଜପାର ପ୍ରଚାର ବ୍ୟବସ୍ଥା ଅତ୍ୟନ୍ତ ଆକ୍ରମଣାତ୍ମକ’, ହିଟଲର ସହ ତୁଳନା କଲେ ଶରଦ ପାୱାର
ନୂଆଦିଲ୍ଲୀ,୫।୧: ଗୁରୁବାର ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରୁଥିବାବେଳେ ଏନସିପି ମୁଖ୍ୟ ଶରଦ ପାୱାର ଭାଜପା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶରଦ ପାୱାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଗ୍ୟାରେଣ୍ଟି ଦିଅନ୍ତି କିନ୍ତୁ ତାଙ୍କର ଗ୍ୟାରେଣ୍ଟି ପୂରଣ ହୁଏନାହିଁ।…
୨୦୨୪ ନିର୍ବାଚନ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ବିଜୟ ଫର୍ମୁଲା ନେଇ ମନ୍ଥନ କଲେ ନଡା
କୋଲକାତା,୨୬।୧୨: ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିବା ପରେ ଭାଜପା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କିଛି ମାସ ମଧ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ସାରା ଦେଶରେ ମାରାଥନ ସାଂଗଠନିକ ବୈଠକ…
ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ
ନୂଆଦିଲ୍ଲୀ ,୨୩।୧୨: ଲୋକସଭା ନିର୍ବାଚନ ଆଉ କିଛିମାସ ବାକି ଥିବା ବେଳେ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଦିଲ୍ଲୀରେ ଦଳର ମୁଖ୍ୟକାର୍ଯ୍ୟଳୟରେ ବସିଥିବା ଏକ ରୁଦ୍ଧଦ୍ବାର ବୈଠକରେ ୨୦୨୪ ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ…
୩ ରାଜ୍ୟ ପାଇଁ ଭାଜପାର ପର୍ଯ୍ୟବେକ୍ଷକ ନିଯୁକ୍ତ
ନୂଆଦିଲ୍ଲୀ,୮ା୧୨: ୩ ରାଜ୍ୟ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନାମ ଶୁକ୍ରବାର ଘୋଷଣା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଭାଜପା। ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାଓ୍ବଡେ ଏବଂ ସରୋଜ…
ମିଜୋରାମ ବିଧାନସଭା ନିର୍ବାଚନରେ ସବୁଠୁ ପଛରେ କଂଗ୍ରେସ-ଭାଜପା, ଜାଣନ୍ତୁ କେତେ ପ୍ରତିଶତ ମିଳିଲା ଭୋଟ୍
ନୂଆଦିଲ୍ଲୀ,୪ା୧୨: ମିଜୋରାମରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ୨୭ ଟି ଆସନ ଜିତି ସରକାର ଗଠନ ପାଇଁ ଏକ ସ୍ୱଚ୍ଛ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି ବିଜୟ ପରେ ଦଳ ମଙ୍ଗଳବାର ବିଧାନସଭା ଦଳର ବୈଠକ ଡାକିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ…
୧୭ ରାଜ୍ୟରେ ସରକାର, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦୃଢ଼ ସ୍ଥିତିରେ ଭାଜପା
ନୂଆଦିଲ୍ଲୀ, ୩।୧୨: ରବିବାର ଚାରି ରାଜ୍ୟର ବିଧାନସଭା ନିର୍ଵାଚନ ଫଳାଫଳ ପ୍ରକାଶ ପାଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବ, ସେହିଭଳି ତେଲଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବାକୁ ବହୁମତ ପାଇଛି। ହିନ୍ଦୀ…

