ଅମିତ ଶାହାଙ୍କ ଗାଡ଼ିକୁ ପିଛା କଲେ କିଛି ଲୋକ, ଡିଏସ୍ପି କହିଲେ…
ନୂଆଦିଲ୍ଲୀ,୨୦ା୭: ଶନିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଜପା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ ପହଞ୍ଚିଥିଲେ ଅମିତ ଶାହା। ତେବେ ସେ ଯିବା ସମୟରେ ତାଙ୍କ ଗାଡ଼ିକୁ କିଛି…
ଆସିଲା ବଡ଼ ରିପୋର୍ଟ, ସବୁଠାରୁ ଅଧିକ ଆୟ କରିଛି ଏହି ରାଜନୈତିକ ଦଳ
ନୂଆଦିଲ୍ଲୀ, ୨୦ା୭: ନିର୍ବାଚନ ଆୟୋଗଙ୍କ ଏଡିଆର ରିପୋର୍ଟରୁ ଏକ ତଥ୍ୟ ସାମ୍ନାକୁ ଆସିଛି । ଆର୍ଥିକ ବର୍ଷ ୨୦୨୨-୨୩ ରେ ଭାରତ ରାଷ୍ଟ୍ର ସମିତି ବା ବିଆର୍ଏସ୍ର ଆୟ ଦେଶର କ୍ଷେତ୍ରୀୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ରହିଛି ।…
ଉତ୍ତରପ୍ରଦେଶରେ ଯୋଗୀ ରହିବେ ମୁଖ୍ୟମନ୍ତ୍ରୀ, ମାତ୍ର ହେବ ଏସବୁ ପରିବର୍ତ୍ତନ
ଲକ୍ଷ୍ନୌ,୧୭ା୭: ଉତ୍ତରପ୍ରଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଭାଜପା ନେତାଙ୍କ ମଧ୍ୟରେ ଅନେକ ବୈଠକ ଚାଲିଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦିଲ୍ଲୀରେ ପହଞ୍ଚି ସନ୍ଧ୍ୟାରେ ଭାଜପା ସଭାପତି ଜେପି…
ନିର୍ବାଚନ ପରାଜୟ ପରେ ସଂଗଠନ ବନାମ ସରକାର? ଯୋଗୀ କହିଲେ-‘ଅତ୍ୟଧିକ ବିଶ୍ୱାସ ସାଜିଲା ପରାଜୟର କାରଣ’
ନୂଆଦିଲ୍ଲୀ,୧୫।୭: ଲୋକସଭା ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ଫଳାଫଳ ସମୀକ୍ଷା କରିବାରେ ବ୍ୟସ୍ତ ଅଛି। ରବିବାର ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ସମୀକ୍ଷା କରିବାର ପର୍ଯ୍ୟାୟ ଥିଲା। ରାଜଧାନୀ ଲକ୍ଷ୍ନୌରେ ୟୁପି ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା…
ଅଯୋଧ୍ୟା ପରେ ଏବେ ବଦ୍ରିନାଥ ଆସନରୁ ହାରିଲା ଭାଜପା
ନୂଆଦିଲ୍ଲୀ, ୧୩।୦୭: ଅଯୋଧ୍ୟା ଆସନ ହରାଇ ଚର୍ଚ୍ଚାରେ ଥିବା ଭାରତୀୟ ଜନତା ପାର୍ଟି ଆଉ ଗୋଟିଏ ଧାର୍ମିକ ସ୍ଥଳ ଆସନ ହରାଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଭାଜପା ଉତ୍ତରାଖଣ୍ଡରେ ହୋଇଥିବା ଉପ-ନିର୍ବାଚନରେ ବଦ୍ରିନାଥ ଆସନ ହରାଇଛି । ମଙ୍ଗଲୋର…
ବଦଳୁଛି ରାଜ୍ୟ ରାଜନୀତି, ଭାଜପାକୁ ସମର୍ଥନ କଲେ କଂଗ୍ରେସର ୭ ବିଧାୟକ
ମୁମ଼୍ବାଇ, ୧୩।୦୭: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି କହିଲେ ଚଳେ । ବିରୋଧୀ ଦଳ ମେଣ୍ଟ ମହା ବିକାଶ ଅଘାଡ଼ି ପାଇଁ ଏବେ ଚିନ୍ତା ବଢ଼ିଛି । ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ୪୮ରୁ ୩୦ ଲୋକସଭା ଆସନ ହାତେଇବା…
ବିଧାନ ପରିଷଦର ୧୧ ସିଟ୍ରୁ ଭାଜପା ମେଣ୍ଟର ୯ ବିଜୟ
ମୁମ଼୍ବାଇ, ୧୨।୦୭: ଭାରତୀୟ ଜନତା ପାର୍ଟିର ମେଣ୍ଟ ମହାରାଷ୍ଟ୍ରରେ ହୋଇଥିବା ବିଧାନ ପରିଷଦ ନିର୍ବାଚନର ୧୧ ଆସନରୁ ୯ଟିରେ ବିଜୟ ହାସଲ କରିଛି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବ ସେନା, ଏନ୍ସିପିର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏବଂ ଭାଜପା ମିଳିତ…
ଭାଜପା ସରକାରରେ ଆଇଏଏସ ସ୍ତରରେ ପ୍ରଥମ ବଡ଼ ଅଦଳବଦଳ
ଭୁବନେଶ୍ୱର, ୧୦।୭: ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ସରକାର। ବିଜେଡି ସରକାରରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗୋଟିଏ ପଦବୀରେ ଥିବା ଅନେକ ଅଧିକାରୀଙ୍କୁ ବଦଳି କରାଯାଇଛି। ବରିଷ୍ଠ ଅଧିକାରୀ ନିକୁଞ୍ଜ…
‘ନବୀନ ସରକାରଙ୍କ ନିଷ୍ପତ୍ତିକୁ ମୋହର ମାରିଛନ୍ତି ସରକାର’: ବିଜେଡି
ଭୁବନେଶ୍ୱର,୧୦।୭: ବୁଧବାର ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ବିଜେଡି ଏକ ଖବରଦାତା ସମ୍ମିଳନୀ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି…
ରାଜନୈତିକ ଭବିଷ୍ୟତ ଶେଷ ହୋଇଯିବା ଭୟରେ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିଲେନି ମୋଦି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୬।୭: ରାମମନ୍ଦିର ପ୍ରତିଷ୍ଠା କରି ସମସ୍ତ ହିନ୍ଦୁ ସଂପ୍ରଦାୟ ଭାଜପା ସପକ୍ଷରେ ଥିବା ଅନୁମାନରେ ଅଯୋଧ୍ୟାରୁ ଲୋକ ସଭା ନିର୍ବାଚନ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଥିଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। କିନ୍ତୁ ଭାଜପାର ସର୍ଭେ ଟିମ୍ ପରାମର୍ଶରେ…
ସରକାରଙ୍କୁ BJDର ଟାର୍ଗେଟ୍, ପ୍ରମିଳା କହିଲେ ଆନ୍ଦୋଳନ କରିବୁ
ଭୁବନେଶ଼୍ବର, ୦୬।୦୭: ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତିକୁ ନେଇ ବିଜୁ ଜନତା ଦଳର ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ପ୍ରତିକ୍ରିୟା ରଖିଛନ୍ତି । ସେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରମିଳା କହିଛନ୍ତି ଯେ…
ପୀଡ଼ିତଙ୍କୁ ଭେଟିଲେ ରାହୁଲ୍, ମୁଖ୍ୟମନ୍ତ୍ରୀଙ୍କୁ କ୍ଷତିପୂରଣ ଦେବାକୁ କଲେ ଦାବି
ନୂଆଦିଲ୍ଲୀ, ୫।୭: କଂଗ୍ରେସ ନେତା ତଥା ସଂସଦର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଲୋକସଭା ନିର୍ବାଚନ ପରେ ଏବେ ଲୋକଙ୍କ ସମସ୍ୟା ବୁଝିବା ନେଇ ଚର୍ଚ୍ଚାରେ ରହିଛନ୍ତି। ସରକାର ଗଠନ କରିନପାରିଲେ ମଧ୍ୟ କଂଗ୍ରେସ ହାତରେ ୯୯ ଏମ୍ପି ଆସନ…
Archives


