‘ଭାଜପାର ରାମରାଜ୍ୟ ସମ୍ବିଧାନକୁ ନଷ୍ଟ କରୁଛି’
ନୂଆଦିଲ୍ଲୀ,୧୯ା୮: କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଡେପୁଟି ସଚିବଙ୍କ ପ୍ରମୁଖ ପଦବୀରେ ଖୁବ୍ଶୀଘ୍ର ୪୫ ଜଣ ବିଶେଷଜ୍ଞଙ୍କୁ ‘ଲାଟେରାଲ ଏଣ୍ଟ୍ରି’ ମାଧ୍ୟମରେ ନିଯୁକ୍ତ କରିବାର ନିଷ୍ପତ୍ତି ସମ୍ପର୍କରେ ରାଜନୈତିକ ମହଲରେ ଆଲୋଚନା ହେଉଛି। ତେବେ କଂଗ୍ରେସ...
ମମତା ବନାର୍ଜୀଙ୍କୁ ଦେଖି କିମ୍ ଜୋଙ୍ଗ୍ ବି ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି କାହିଁକି କହିଲା ଭାଜପା ?
ନୂଆଦିଲ୍ଲୀ, ୧୭।୦୮: କୋଲକାତାର ଆର୍ଜି ମେଡିକାଲ୍ କଲେଜ୍ରେ ହୋଇଥିବା ଲୋମହର୍ଷଣକାରୀ ଘଟଣା ପରେ ସାରାଦେଶରେ ଡାକ୍ତରମାନେ ଷ୍ଟ୍ରାଇକ୍ କରିଛନ୍ତି। ମହିଳା ଡାକ୍ତରଙ୍କୁ ଅତି ଅମାନୁଷିକ ଭାବେ ବଳାତ୍କାର ଏବଂ ହତ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ସତ୍ତାରୂଢ଼ ତୃଣମୂଳ କଂଗ୍ରେସକୁ...
ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବର୍ଜନ କଲା ବିଜେଡି
ଭୁବନେଶ୍ୱର, ୧୫।୮: ନିର୍ବାଚିତ ବିଧାୟକ ଥିବାରୁ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ଯକ୍ରମକୁ ବର୍ଜନ କରିବ ବିଜେଡି। କାର୍ଯ୍ଯକ୍ରମରେ ଯୋଗ ନ ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ମୁଖ୍ୟ...
ରାହୁଲଙ୍କୁ ପ୍ରତିମାସରେ ମିଳୁଛି ୧୦ ଲକ୍ଷ, ହିଡେନ୍ବର୍ଗ ରିପୋର୍ଟକୁ ନେଇ କହିଲେ ମୁଁ କିଛି…
ନୂଆଦିଲ୍ଲୀ, ୧୪।୦୮: ଆମେରିକାର ସର୍ଟ ସେଲିଂ ସଂସ୍ଥା ହିଡେନ୍ବର୍ଗର ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ବିପକ୍ଷ ଦଳ ଘେରିଛି । ମଙ୍ଗଳବାର ରାହୁଲ ଗାନ୍ଧି ଏନେଇ କହିଥିଲେ ଯେ ଏହା ଏକ ଗମ୍ଭୀର ମାମଲା । ଏବେ...
ସଂସଦ ଚାଲିଥିବା ବେଳେ ଶୋଇପଡ଼ିଲେ ଏହି ନେତା, ଗିରିରାଜ ସିଂ ଇସାରା କରି କହିଲେ…
ନୂଆଦିଲ୍ଲୀ,୮ା୮: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ଲୋକ ସଭାରେ ଓ୍ବାକଫ ବୋର୍ଡ ସଂଶୋଧନ ବିଲ୍ ଆଗତ କରିଛନ୍ତି ଏବଂ ବିଭିନ୍ନ ଦଳର ଦାବି ଅନୁଯାୟୀ ସଂସଦର ମିଳିତ କମିଟି ନିକଟକୁ ଏହି ବିଲ୍ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହୁଥିବା...
ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଆସିଲା ବଡ଼ ଅଭିଯୋଗ, ସତ୍ୟପାଠରେ…
ଭୁବନେଶ଼୍ବର, ୦୮।୦୮: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମରେ ଏକ ବଡ଼ ଅଭିଯୋଗ ଆସିଛି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସେ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ନିର୍ବାଚନରେ...
ରାଜ୍ୟ ସଭାକୁ କିଏ ଯିବେ? ଏହି ନେତାଙ୍କ ନାଁକୁ ନେଇ ଚାଲିଛି ଜୋର୍ଦାର ଚର୍ଚ୍ଚା
ଭୁବନେଶ୍ୱର,୭ା୮: ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ୯ଟି ରାଜ୍ୟରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସଭା ଏମ୍ପି ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ...
‘ବବି କହିଥିଲେ ତୁମ କଥା ବୁଝାଯିବ’, ବଡ଼ ଅଭିଯୋଗ ଆଣିଲେ ମମତା ମହନ୍ତ
ଭୁବନେଶ୍ୱର, ୦୬।୦୮: ବିଜୁ ଜନତା ଦଳ ତଥା ରାଜ୍ୟସଭାରୁ ଇସ୍ତଫା ଦେଇଥିବା ମମତା ମହନ୍ତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁରେ ବଡ ଅଭିଯୋଗ ଆଣିଛନ୍ତି। ଦଳ ଭିତରେ ତାଙ୍କୁ ଅଣଦେଖା କରାଯିବା ସହିତ ରାଜ୍ୟସଭାରୁ କାଢ଼ିଦେବାକୁ କୁହାଯାଇଥିବା...
ଆଗକୁ ବିଜେଡିରେ ବିସ୍ଫୋରଣ ହେବ: କାହିଁକି ଏମିତି କହିଲେ ବିଧାୟକ ସରୋଜ ପାଢ଼ୀ
ଭୁବନେଶ୍ୱର,୩ା୮: ବିଜେଡିରୁ ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ ଇସ୍ତଫା ଦେଇଥିବା ବେଳେ ଭାଜପାରେ ସାମିଲ ହୋଇଛନ୍ତି। ତେବେ ଏହାକୁ ନେଇ ରାଜନୀତି ପାଣିପାଗ ବେଶ୍ ସରଗରମ ହୋଇଉଠିଛି। ଉଭୟ ଦଳ ନେତା ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି।...
ଓଡ଼ିଶାରେ ଆରମ୍ଭ ହେଲା କି ଖେଳ! ରାଜ୍ୟ ସଭାରେ ନମ୍ବର ଗେମ୍ ସ୍ଥିର କରିବ ଭାଜପା
ନୂଆଦିଲ୍ଲୀ/ଭୁବନେଶ୍ୱର,୩୧ା୭: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର(ଭାଜପା) ଆସନରେ ହ୍ରାସ ଘଟିଥାଇପାରେ, କିନ୍ତୁ ଦଳ ନିଶ୍ଚିତ ଭାବରେ ଓଡ଼ିଶାରେ ଏକ ନୂତନ ଦୁର୍ଗ ପାଇଛି। ଭାଜପା କେବଳ ଲୋକ ସଭା ଆସନ ଦୃଷ୍ଟିରୁ ଓଡ଼ିଶାକୁ ପରାସ୍ତ...
୨ ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର
ଭୁବନେଶ୍ୱର,୩୧ା୭: ରାଜ୍ୟ ସରକାର ୨ଟି ସମବାୟ ବୋର୍ଡ ଭାଙ୍ଗିଛନ୍ତି। ଦୁର୍ନୀତି ଅଭିଯୋଗରେ ଏହାକୁ ଭାଙ୍ଗିଥିବା ଜଣାପଡ଼ିଛି। ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗିଛନ୍ତି ସରକାର। ଏଣିକି ରାଜ୍ୟ ସରକାର ୨ଟି ବୋର୍ଡର ବ୍ୟାପାର ବୁଝାଶୁଝା...
‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ
ନୂଆଦିଲ୍ଲୀ, ୩୧।୦୭: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଛି । ରାଜ୍ୟ ସଭାରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଲଗା ରୂପ ଦେଖିବାକୁ ମିଳିଛି । ଗୃହର ବିରୋଧୀ ଦଳ ନେତା ଅଚାନକ ଭାବୁକ ହୋଇଯାଇଥିଲେ । ପରେ...
Archives


