ଉଜୁଡ଼ି ଯାଇଛି ଫସଲ, ଭାଙ୍ଗିଛି ଚାଷୀଙ୍କ ମେରୁଦଣ୍ଡ, କୃଷି ଋଣ ଛାଡ଼ ସହ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କଲା ବିଜେଡି
ଛତ୍ରପୁର,୨୫ା୧୧(ଦିଲ୍ଲୀପ ସାମଲ): ସମ୍ପ୍ରତି ହୋଇଥିବା ବାତ୍ୟା, ପ୍ରବଳ ବର୍ଷା ଓ ଭୟଙ୍କର ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ କୃଷି ଓ ଜୀବିକା କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାର ତୁରନ୍ତ ପ୍ରତିକାର ଦାବି କରି ଗଞ୍ଜାମ ଜିଲା ବିଜୁ ଜନତା ଦଳ…

