Tag Archives: BJD

ବିଧାୟକମାନେ କେତେ ଦରମା ପାଆନ୍ତି ଜାଣନ୍ତୁ…

ଭୁବନେଶ଼୍ବର, ୧୦ା୬: ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବହୁମତ ହାସଲ କରି ଭାଜପା ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। ଏହାରି ମଧ୍ୟରେ କିଛି ପୁରୁଣା ନେତା ନିର୍ବାଚନ ଜିତିଥିବା ବେଳେ ଆଉ...

ଭାଜପାରେ ଯୋଗ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୮ା୬: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ପାଟ୍ଟଶାଣୀ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ ପାଞ୍ଚ ଥର ପାଇଁ ଏମ୍‌ପି ଭାବରେ...

ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ, “ମତେ ବାଧ୍ୟକରି ଏଠୁ ନିର୍ବାଚନ ଲଢ଼ାଇଲେ”

ଭୁବନେଶ଼୍ବର, ୮/୬: ବିଜେଡି ନେତା ଉମା ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ଉମା ତାଙ୍କର ଅସନ୍ତୋଷର ପେଡ଼ି ଖୋଲିଛନ୍ତି। ତାଙ୍କୁ ବାଧ୍ୟକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଯାଇଥିିବା ସେ କହିଛନ୍ତି । ସେ ୪ ଥର ସତ୍ୟବାଦୀ ବିଧାନସଭା...

ଇନ୍‌ଷ୍ଟାଗ୍ରାମରୁ ବିଜେଡି ହଟାଇଲେ ପାଣ୍ଡିଆନ, ପରିବର୍ତ୍ତନ କରି ଲେଖିଲେ…

ଭୁବନେଶ୍ୱର,୫ା୬: ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରୁ କାର୍ତ୍ତିକ ପାଣ୍ଡିଆନ ବିଜେଡି ହଟାଇ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେ ତାଙ୍କ ପ୍ରୋଫାଇଲରେ ବିଜେଡିର ସଦସ୍ୟ ଲେଖିଥିବା ବେଳେ ଏହାକୁ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ...

ହାରିଲେ ବିଜେଡି, କଂଗ୍ରେସ, ଭାଜପା ସଭାପତି

ଭୁବନେଶ୍ୱର,୪ା୬(ଅନିଲ ଦାସ): ଚଳିତ ନିର୍ବାଚନର ଫଳାଫଳ ଅତ୍ୟନ୍ତ ରୋମାଞ୍ଚକ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସଭାପତି ଏହି ନିର୍ବାଚନରେ ହାରି ଯାଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି...

ନବାଗତଙ୍କ ଠାରୁ ହାରିଗଲେ ବିଜେଡିର ଏହି ୧୨ ମନ୍ତ୍ରୀ

ଭୁବନେଶ୍ୱର,୪।୬: ରାଜ୍ୟରେ ୨୦୨୪ ନିର୍ବାଚନର ଫଳାଫଳ ସମସ୍ତଙ୍କ ଚକିତ କରିଛି । ଓଡ଼ିଶାରେ କ୍ଷମତାସୀନ ବିଜେଡିର ଦୁର୍ଗ ଭୁଶୁଡିଛି । ବିଜେଡିର ବହୁ ହେଭିୱେଟ ନେତା ପରାଜିତ ହୋଇଛନ୍ତି ଓ ଅନେକ ନେତାଙ୍କୁ ଶୋଚନୀୟ ଭାବେ ହାରିଥିବା ନିର୍ବାଚନୀ ଫଳାଫଳ...

ବଦଳିଯିବ ଓଡ଼ିଶା ରାଜନୀତି, ଗଠନ ହେବ ନୂଆ ସରକାର !

ଭୁବନେଶ଼୍ବର,୪।୬: ରାଜ୍ୟରେ ଜାରି ରହିଛି ନିର୍ବାଚନ ଗଣତି। ପ୍ରଥମ ପର୍ଯ୍ୟାୟରୁ ଆଗରେ ଥିବା ବିଜେଡି ପୁଣିଥରେ ସରକାର ଗଢ଼ିବା ନେଇ ଆଶା କରାଯାଉଥିଲା । ହେଲେ ଦିନ ୧୦ଟା ପରେ ସ୍ଥିତି ବଦଳିଯାଇଥିଲା।  ଲିଡ୍‌କୁ ଚାଲିଆସିଥିଲା ଭାଜପା । ବର୍ତ୍ତମାନ...

ତାଳଚେର ବିଧାନସଭା ଆସନ ବଜାୟ ରଖିଲା ବିଜେଡି

ତାଳଚେର,୪।୬: ତାଳଚେର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପୁଣିଥରେ ବଜାୟ ରଖିଛି। ବର୍ତ୍ତମାନ ବିଧାୟକ ଥିବା ବ୍ରଜ କିଶୋର ପ୍ରଧାନ ପୁଣିଥରେ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ୭୫,୬୨୧ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ...

ବିଜେଡି ହାତରୁ ଖସିଗଲା ଚିଲିକା ଆସନ, ଫୁଟିଲା ପଦ୍ମ

ଭୁବନେଶ଼୍ବର,୪।୬: ବହୁ ଚର୍ଚ୍ଚିତ ଚିଲିକା ବିଧାନସଭା ମଣ୍ଡଳୀ ଶାସକ ଦଳ ହାତରୁ ଖସି ଯାଇଛି। ଭାଜପା ଦଳର ପ୍ରାର୍ଥୀ ପୃଥ଼୍ବୀରାଜ ହରିଚନ୍ଦନ ଏଠାରୁ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ପୃଥ଼୍ବୀରାଜ ୪,୫୬୬ ମାର୍ଜିନରେ ପରାସ୍ତ କରିଛନ୍ତି। ପୃଥ଼୍ବୀରାଜଙ୍କୁ...

ରାଉରକେଲା ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟୀ

ରାଉରକେଲା,୩।୬: ରାଜ୍ୟର ଚର୍ଚ୍ଚିତ ବିଧାନସଭା ଆସନ ରାଉରକେଲା ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ ନିକଟତମ ପ୍ରତିଦ୍ବନ୍ଦୀ ଭାଜପାର ଦିଲୀପ ରାୟଙ୍କୁ ୩୫୫୨ ଖଣ୍ଡ ଭୋଟରେ ହରାଇଛନ୍ତି। ସରାଦାଙ୍କୁ ମୋଟ ୬୪ ହଜାର...

କଟକ ସଦର ବିଧାନସଭା ଆସନ: ୧୦ମ ରାଉଣ୍ଡରେ ବିଜେଡି ଆଗୁଆ

କଟକ,୪ା୬(କାର୍ତ୍ତିକ ସାହୁ): କଟକ ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ୍‌ ଗଣତି ଜାରି ରହିଛି। ତେବେ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ବଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ୩୫,୨୯୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଭାଜପାର ପ୍ରକାଶ ଚନ୍ଦ୍ର...

କଟକ ଲୋକ ସଭା ଆସନରେ ଭାଜପା ଆଗୁଆ

କଟକ,୪ା୬(କାର୍ତ୍ତିକ ସାହୁ): କଟକ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୮ମ ରାଉଣ୍ଡ ସୁଦ୍ଧା ୧,୩୫,୫୬୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ୧ ୨୪,୦୦୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri