ଦୁଇଫାଳ ହେଲା ବିଜେଡି: ଦଳେ ପାଣ୍ଡିଆନଙ୍କ ସପକ୍ଷରେ, ଦଳେ ବିପକ୍ଷରେ
ଭୁବନେଶ୍ୱର,୭ା୪: ବିଜୁ ଜନତା ଦଳର ଭବିଷ୍ୟତ ଭିକେ ପାଣ୍ଡିଆନଙ୍କ ଆଗରେ ପଛରେ ଘୁରି ବୁଲୁଛି। ସେ ଯେମିତି ଚାହିଁବେ ଦଳର ଭବିଷ୍ୟତ ସେପରି ହେବ। କାରଣ ଦଳର ଅଧେ ନେତା ପାଣ୍ଡିଆନଙ୍କ ସମର୍ଥନ କରୁଥିବା ବେଳେ ଅଧେ ଖୋଲାଖୋଲି ବିରୋଧ...
ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ଏମପି ମୁନା ଖାନ୍, କହିଲେ-ମୁଁ ସିଧା ଯାଇ…
ଭୁବନେଶ୍ୱର,୭ା୪: ଓ୍ବକ୍ଫ ବିଲ୍କୁ ନେଇ ବିଜୁ ଜନତା ଦଳ(ବିଜେଡି)ରେ ଉଠିଥିବା ଝଡ଼ ଥମିବାର ନାଁ ନେଉନାହିଁ। କେଉଁ ପରିସ୍ଥିତିରେ ଦଳର ଭୋଟ୍ ଦୁଇଭାଗ ହୋଇଗଲା ତାହାକୁ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା। ଏହାରି ମଧ୍ୟରେ ରାଜ୍ୟସଭା ଏମପି ମୁନା ଖାନ୍...
ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ: ନବୀନ ସାମ୍ନାକୁ ଆସିଲେ ସବୁ ସତ…
ଭୁବନେଶ୍ୱର,୭ା୪: ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଜୋର୍ଦାର ଚର୍ଚ୍ଚା ଚାଲିଛି। ବିଶେଷକରି ଓ୍ବକ୍ଫ ବିଲକୁ ନେଇ ସେ କହିଛନ୍ତି କାହିଁକି ନିଷ୍ପତ୍ତି ବଦଳିଲା, କିଏ...
‘BJPରେ ମିଶିବାକୁ ଚାହୁଁଛନ୍ତି ରାଜ୍ୟର ସବୁ BJD ନେତା’
ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିରେ ସବୁକିଛି ଠିକ୍ ଚାଲିନାହିଁ। ଓ୍ବକଫ୍ ବିଲ୍କୁ ନେଇ ଦଳୀୟ ମୁଖ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିବା ସତ୍ତ୍ୱେ ଏମ୍ପି ସସ୍ମିତ ପାତ୍ର ଏହାକୁ ସମର୍ଥନ ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ଦଳ...
‘ନବୀନ ଏବେ ବି ଗୃହବନ୍ଦୀ’
ଭୁବନେଶ୍ୱର,୬।୪: କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଓ୍ବକଫ୍ ବିଲ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିଲ୍କୁ ବିଜେଡି ସମର୍ଥନ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଦଳର ଏମ୍ପି ସସ୍ମିତ ପାତ୍ର ଏକମାତ୍ର...
ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ: ବର୍ତ୍ତମାନ କାଳବୈଶାଖୀ ଚାଲିଛି, ପବନ ବେଗ ଅଧିକ ଅଛି, କାହିଁକି କହିଲେ ଏମିତି…
ଭୁବନେଶ୍ୱର,୬ା୪: ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ଓକ୍ଫ ବିଲ୍କୁ ବିଜେଡି ଏମ୍ପି ସସ୍ମିତ ପାତ୍ର ସମର୍ଥନ କରିବା ପରେ ସେ ଏପରି ବୟାନ ଦେବା ରାଜନୈତିକ...
୨୮ ଆସନ ହରେଇବ ବିଜେଡି: ଦେବାଶିଷ
ଭୁବନେଶ୍ୱର, ୬ା୪(ସୁନିତ୍ ମିଶ୍ର): ଉପକୂଳ ଅଞ୍ଚଳର ୨୮ଟି ବିଧାନସଭା ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ବହୁ ଅଧିକ ରହିଛି। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ମଧ୍ୟ ରହିଛି। ଓ୍ବକ୍ଫ ବିଲ୍କୁ ନେଇ ଯେଉଁଭଳି...
ଓ୍ବକ୍ଫ ବିଲ୍କୁ ନେଇ ଅଡୁଆରେ ବିଜେଡି
ଭୁବନେଶ୍ୱର, ୫ା୪(ସୁନିତ୍ ମିଶ୍ର): ଓ୍ବକ୍ଫ ବିଲ୍କୁ ନେଇ ବିଜେଡି ଆଭିମୁଖ୍ୟ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ପୂର୍ବରୁ ବିଲ୍କୁ ବିରୋଧକରିବା ଲାଗି କହୁଥିବା ବିଜେଡି ପରବର୍ତ୍ତୀ ସମୟରେ ବିବେକାନୁମୋଦିତ ଭୋଟ ଦେବା ଲାଗି ବିଜେଡି କହିବା କଥାକୁ ନେଇ...
ସସ୍ମିତଙ୍କ ବିରୋଧରେ ଆକ୍ସନ? BJDରେ ହଇଚଇ
ଭୁବନେଶ୍ୱର,୪।୪: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ସସ୍ମିତ ପାତ୍ରଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ଦାବି ଉଠିଛି। ଏହି ଦାବି ପଛରେ ରହିଛି ସମ୍ପ୍ରତି ସଂସଦରେ ଘଟିଥିବା ଘଟଣା, ଯେଉଁଠାରେ ସସ୍ମିତ...
ନବୀନ ନିବାସରୁ ବଡ଼ ଅପଡେଟ୍, ନବୀନ କଲେ ସ୍ପଷ୍ଟ?
ଭୁବନେଶ୍ୱର,୪।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର...
ଏହି ଏମପିଙ୍କ କ୍ରସ ଭୋଟିଂରେ ବଦଳିଗଲା ଅଙ୍କ, ରାଜ୍ୟ ସଭାରେ ହୋଇଗଲା ବଡ଼ ଖେଳ
ନୂଆଦିଲ୍ଲୀ,୪।୪: ଦୀର୍ଘ ବିତର୍କ ପରେ ଓ୍ବକଫ (ସଂଶୋଧନ) ବିଲ ୨୦୨୫ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହି ବିଲ ସପକ୍ଷରେ ୧୨୮ ଏମପି ଏବଂ ବିପକ୍ଷରେ ୯୫ ଏମପି ଭୋଟ ଦେଇଛନ୍ତି। ଏହାପୂର୍ବରୁ ଲୋକ ସଭାରେ ବିଲଟି ଅନୁମୋଦନ ପରେ...
ବିଜେଡିରେ ଏ କ’ଣ ହେଉଛି, ପ୍ରଥମ ଥର ଏତେ ବଡ଼ କନ୍ଦଳ
ନୂଆଦିଲ୍ଲୀ/ଭୁବନେଶ୍ୱର,୪।୪: ଓ୍ବକଫ ବିଲ ରାଜ୍ୟ ସଭାରେ ପାରିତ ହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ଏବେ ଚର୍ଚ୍ଚା ହେଲାଣି କାଳେ ବିଜେଡି-ଭାଜପା ମଧ୍ୟରେ କେଉଁି ମେଣ୍ଟ କାଏମ ରହିଛି। ଏପରି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି...
Archives


