ଜମ୍ମୁ-କଶ୍ମୀରରେ ତିନି ଆତଙ୍କବାଦୀ ନିପାତ, ଯବାନଙ୍କୁ ବିସ୍କୁଟ୍ କଲା ବଡ଼ ସାହାଯ୍ୟ ଶ୍ରୀନଗର/ନୂଆଦିଲ୍ଲୀ,୩ା୧୧: ସିଆର୍ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍ଇଟି)ର ଶୀର୍ଷ କମାଣ୍ଡର ଉସ୍ମାନ୍ଙ୍କୁ ନିପାତ କରିଥିଲେ। ସେହିପରି ଅନନ୍ତନାଗ ଜିଲାରେ ମଧ୍ୟ ଅନ୍ୟ...